ଶିଳ୍ପ ବିପ୍ଳବ ୪.୦ରେ ଓଡିଶା ବିଶ୍ୱର ଅଗ୍ରଣୀ ହୋଇପାରିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ ରହିଛି। ଶିଳ୍ପ ବିପ୍ଲବ ୩.୦ରେ କମ୍ପ୍ୟୁଟର ବଡ ଭୂମିକା ଗ୍ରହଣ କରିଥିଲା ବେଳେ ଶିଳ୍ପ ବିପ୍ଲବ ୪.୦ରେ ବଡ ମାଧ୍ୟମ ଇଣ୍ଟରନେଟ୍‌ ହୋଇଛି। ଓଡିଶା ଏକ ବୁଦ୍ଧି ଆଧାରିତ ଓ ପରିଶ୍ରମୀ ମାନବ ସମ୍ୱଳର ଅନନ୍ୟ ପରିଚୟ ହୋଇଥିବା ବେଳେ ଏହାକୁ ଉପଯୋଗ କରି ଓଡିଶା ଶିଳ୍ପ ବିପ୍ଳବ ୪.୦ରେ ବିଶ୍ୱର ଆର୍ଥିକ ପ୍ରଗତିର ଅଗ୍ରଣୀ […]

n-bb

n-bb

Tapas Behera
  • Published: Friday, 17 January 2020
  • Updated: 17 January 2020, 04:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ ରହିଛି। ଶିଳ୍ପ ବିପ୍ଲବ ୩.୦ରେ କମ୍ପ୍ୟୁଟର ବଡ ଭୂମିକା ଗ୍ରହଣ କରିଥିଲା ବେଳେ ଶିଳ୍ପ ବିପ୍ଲବ ୪.୦ରେ ବଡ ମାଧ୍ୟମ ଇଣ୍ଟରନେଟ୍‌ ହୋଇଛି। ଓଡିଶା ଏକ ବୁଦ୍ଧି ଆଧାରିତ ଓ ପରିଶ୍ରମୀ ମାନବ ସମ୍ୱଳର ଅନନ୍ୟ ପରିଚୟ ହୋଇଥିବା ବେଳେ ଏହାକୁ ଉପଯୋଗ କରି ଓଡିଶା ଶିଳ୍ପ ବିପ୍ଳବ ୪.୦ରେ ବିଶ୍ୱର ଆର୍ଥିକ ପ୍ରଗତିର ଅଗ୍ରଣୀ ଅଂଚଳ ହୋଇପାରିବ। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦିନକୁ ଦିନ ବିଶ୍ୱରେ କାମର ରୂପରେଖ ବଦଳୁଛି। ବିଶ୍ୱରେ ୧୦୦ ବର୍ଷ ପୂର୍ବରୁ ଯେଉଁ କାମ ଥିଲା ଆଗାମୀ ୧୦୦ ବର୍ଷରେ କାମର କାର୍ଯ୍ୟଶୈଳୀ ବଦଳିଛି। ଘରେ ରହି ମଧ୍ୟ ୪ଟି ଜାଗାରେ ଜଣେ ବ୍ୟକ୍ତି କାମ କରିବା ସମ୍ଭବ।

ତେଣୁ ଏହି ସମୟରେ ଓଡିଶାକୁ କିଭଳି ଭାବରେ ନେବାର ଆବଶ୍ୟକତା ରହିଛି ସେଥିପାଇଁ ଭାବିବାକୁ ପଡିବ। ତେବେ ଯାଇ ଓଡ଼ିଶା ଓ ଏହାର ଅର୍ଥନୀତି ଆଗକୁ ବଢିବ। ଏକବିଂଶ ଶତାବ୍ଦୀରେ ଓଡିଶାର ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ବ୍ରାଣ୍ଡସ୍‌ ଅଫ୍‌ ଓଡିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ଅଗ୍ରଣୀ ଭୂମିକା ନେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ପୃଥିବୀର ବିଭିନ୍ନ ଅଂଚଳରେ କିଛି ନା କିଛି ଉପଲବ୍ଧି ରହିଛି। ଅନୁରୂପ ଭାବେ ପ୍ରଗତିର ଶୀର୍ଷରେ ପହଁଚିବା ପାଇଁ ଓଡ଼ିଶାରେ ସବୁ ଉପାଦାନ ଭରିରହିଛି। ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ବିଶ୍ୱର ୧ ନମ୍ୱର ଆର୍ଥିକ ସମୃଦ୍ଧ ଭୂଭାଗ ହେବା ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି। ସେହିପରି ଭୁବନେଶ୍ୱର ସହରରେ ଅନେକ ସରକାରୀ ଓ ବେସରକାରୀ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଅଛି।ଏହାର ଲାଭ ଉଠାଇବା ପାଇଁ ଏକ ଇକୋ ସିଷ୍ଟମ୍‌ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଦାରିଦ୍ର୍ୟ ମଣିଷ ପାଇଁ ସବୁଠୁ ବଡ ଅଭିଶାପ। ମଣିଷକୁ ଦାରିଦ୍ର୍ୟରୁ ମୁକ୍ତି ଦେବା ପାଇଁ ହେଲେ ରାଜ୍ୟକୁ ଆର୍ଥିକ ସମ୍ପନ୍ନ କରିବାର ଆବଶ୍ୟକତା ରହିଛି। ଏହାର ରାସ୍ତା କେବଳ ସରକାରଙ୍କର ନୁହେଁ ସମାଜର ମଧ୍ୟ। ଯଦି ସମସ୍ତେ ଏହା ସରକାରଙ୍କ କାମ ବୋଲି ଦ୍ୱନ୍ଦ୍ୱରେ ରହିବେ ତେବେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ସେହି ସ୍ଥାନର ପ୍ରଗତି ହେବ ନାହିଁ। ବିଶେଷ ଭାବରେ ସମାଜର ବୁଦ୍ଧିଜୀବୀ ବର୍ଗକୁ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story