ବିଳମ୍ୱରେ ଛାଡ଼ିବ ଧଉଳି ଓ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଳମ୍ବରେ ପୁରୀ ଛାଡ଼ିବ ପୁରୀ-ହାୱାଡା ଧଉଳି ଏକ୍ସପ୍ରେସ୍ ଓ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଟ୍ରେନ୍‌। ଆଜି ଦିନ ୧୧ଟା ୩୫ରେ ଛାଡ଼ିବାକୁ ଥିବା ପୁରୀ-ହାୱାଡା ଧଉଳି ସନ୍ଧ୍ୟା ୭ଟା ୩୦ରେ ପୁରୀରୁ ଛାଡ଼ିବ। ସେହିପରି ଆଜି ରାତି ୮ଟା ୫୦ ମିନିଟ୍‌ରେ ଛାଡ଼ିବାକୁ ଥିବା ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ରାତି ୨ଟା ୩୦ରେ ପୁରୀରୁ ଛାଡ଼ିବ। ବାତ୍ୟା ‘ଫନି’ରେ ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ବିଦ୍ୟୁତ […]

train1

train1

Manoranjan Sial
  • Published: Tuesday, 14 May 2019
  • Updated: 14 May 2019, 03:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଳମ୍ବରେ ପୁରୀ ଛାଡ଼ିବ ପୁରୀ-ହାୱାଡା ଧଉଳି ଏକ୍ସପ୍ରେସ୍ ଓ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଟ୍ରେନ୍‌। ଆଜି ଦିନ ୧୧ଟା ୩୫ରେ ଛାଡ଼ିବାକୁ ଥିବା ପୁରୀ-ହାୱାଡା ଧଉଳି ସନ୍ଧ୍ୟା ୭ଟା ୩୦ରେ ପୁରୀରୁ ଛାଡ଼ିବ। ସେହିପରି ଆଜି ରାତି ୮ଟା ୫୦ ମିନିଟ୍‌ରେ ଛାଡ଼ିବାକୁ ଥିବା ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ରାତି ୨ଟା ୩୦ରେ ପୁରୀରୁ ଛାଡ଼ିବ।

ବାତ୍ୟା ‘ଫନି’ରେ ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଯାହାଫଳରେ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ଲୋକେ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story