ଢେଙ୍କାନାଳ: ନିଆଁ ଲାଗି ମହିଳା ମୃତ

ଢେଙ୍କାନାଳ: ରୋଷେଇ କରୁଥିବାବେଳେ ନିଆଁ ଲାଗିଯିବାରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କଂସର ଗାଁର ମାଞ୍ଜୁ ସାହୁ(୪୫)ଙ୍କର ମୃତ୍ୟୁ ଘଟିଛି। ବୁଧବାର ମଧ୍ୟାହ୍ନରେ ସେ ରୋଷେଇ ଘରେ ରାନ୍ଧୁଥିବାବେଳେ ନିଆଁ ଲାଗିଯିବା ସହ ତାଙ୍କ ଉପରେ କାଠ ପଡିଯାଇଥିଲା। ସେ ଘରୁ ବହାରି ନ ପାରି ନିଆଁରେ ପୋଡି ଯାଇଥିଲେ ବୋଲି ତାଙ୍କ ପରିବାରବର୍ଗ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ […]

jaligala

jaligala

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 02:34 PM IST

jaligalaଢେଙ୍କାନାଳ: ରୋଷେଇ କରୁଥିବାବେଳେ ନିଆଁ ଲାଗିଯିବାରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କଂସର ଗାଁର ମାଞ୍ଜୁ ସାହୁ(୪୫)ଙ୍କର ମୃତ୍ୟୁ ଘଟିଛି। ବୁଧବାର ମଧ୍ୟାହ୍ନରେ ସେ ରୋଷେଇ ଘରେ ରାନ୍ଧୁଥିବାବେଳେ ନିଆଁ ଲାଗିଯିବା ସହ ତାଙ୍କ ଉପରେ କାଠ ପଡିଯାଇଥିଲା। ସେ ଘରୁ ବହାରି ନ ପାରି ନିଆଁରେ ପୋଡି ଯାଇଥିଲେ ବୋଲି ତାଙ୍କ ପରିବାରବର୍ଗ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story