ଢେଙ୍କାନାଳ ଭୂଷଣ କାରଖାନାରେ ଟ୍ରକ ମାଡିଯାଇ ଦୁଇ ହେଲପରଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୂଷଣ କାରଖାନାରେ ଆଜି ଭୋର ସମୟରେ ଏକ ଟ୍ରକ ମାଡିଯାଇ ଦୁଇଜଣ ହେଲପରଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଅନୁଗୋଳ ଜିଲ୍ଲା ରେଙ୍ଗାଲି ଅଞ୍ଚଳର ଚନ୍ଦନ ଷଣ୍ଟ ଏବଂ ସିଟୁ ପ୍ରଧାନ । ହେଲପର ଦୁଇଜଣ ଶୋଇଥିବା ବେଳେ ଭୋର ପ୍ରାୟ ୪ଟାରେ ଟ୍ରକଟଇ ସେମାନଙ୍କ ଉପରେ ଚଢି ଯାଇଥିଲା । ଗୁରୁତର ଅବସ୍ଥାରେ ଅବସ୍ଥାରେ ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା […]

busana

busana

Rakesh Mallick
  • Published: Friday, 24 July 2015
  • Updated: 24 July 2015, 08:11 AM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୂଷଣ କାରଖାନାରେ ଆଜି ଭୋର ସମୟରେ ଏକ ଟ୍ରକ ମାଡିଯାଇ ଦୁଇଜଣ ହେଲପରଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଅନୁଗୋଳ ଜିଲ୍ଲା ରେଙ୍ଗାଲି ଅଞ୍ଚଳର ଚନ୍ଦନ ଷଣ୍ଟ ଏବଂ ସିଟୁ ପ୍ରଧାନ । ହେଲପର ଦୁଇଜଣ ଶୋଇଥିବା ବେଳେ ଭୋର ପ୍ରାୟ ୪ଟାରେ ଟ୍ରକଟଇ ସେମାନଙ୍କ ଉପରେ ଚଢି ଯାଇଥିଲା । ଗୁରୁତର ଅବସ୍ଥାରେ ଅବସ୍ଥାରେ ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କାରଖାନା କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story