ଯୌତୁକ ନିଆଁରେ ଜଳିଲା ବଧୂ! ଅଖା ଭିତରେ ଥିଲା ମୃତଦେହ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପଘର ଛାଡ଼ି ପରକୁ ଆପଣାର କରି ସେ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ସ୍ୱାମୀଙ୍କୁ ନେଇ କରିଥିଲେ ସଂସାର। ହେଲେ ସ୍ୱପ୍ନ ରହିଗଲା ଅଧାରେ। ବାପା-ମାଆଙ୍କୁ ଛାଡ଼ି ଯେଉଁମାନଙ୍କୁ ଅତି ଆପଣାର ଭାବିଥିଲେ, ସେମାନେ ପାଲଟିଗଲେ ଦାନବ। ଆଉ ଶେଷରେ ଯୌତୁକ ପାଇଁ ନେଇଗଲେ ନବବଧୂଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଆଲୋଚ୍ୟ ବିଷୟ ପାଲଟିଛି ଢେଙ୍କାନାଳ ଜିଲ୍ଲା […]

murder

murder

Manoranjan Sial
  • Published: Wednesday, 22 January 2020
  • Updated: 22 January 2020, 05:10 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପଘର ଛାଡ଼ି ପରକୁ ଆପଣାର କରି ସେ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ସ୍ୱାମୀଙ୍କୁ ନେଇ କରିଥିଲେ ସଂସାର। ହେଲେ ସ୍ୱପ୍ନ ରହିଗଲା ଅଧାରେ। ବାପା-ମାଆଙ୍କୁ ଛାଡ଼ି ଯେଉଁମାନଙ୍କୁ ଅତି ଆପଣାର ଭାବିଥିଲେ, ସେମାନେ ପାଲଟିଗଲେ ଦାନବ। ଆଉ ଶେଷରେ ଯୌତୁକ ପାଇଁ ନେଇଗଲେ ନବବଧୂଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଆଲୋଚ୍ୟ ବିଷୟ ପାଲଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରେ।

ଆଜକୁ ୭ ମାସ ତଳେ କଲୋନୀ ସାହିର ନିରଞ୍ଜନ ସାହୁଙ୍କ ପୁଅ ସୁଜିତ ସୁରାନାଳୀ ଗାଁରେ ଆରତି ସାହୁଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲେ। ଏପରିକି ଦାବି ମୁତାବକ ଯାନିଯୌତୁକ ମଧ୍ୟ ଦିଆଯାଇଥିଲେ। ତେବେ ଗତକାଲି ବାପ ଘର ଲୋକେ ଆରତିଙ୍କ ଶାଶୂ ଘରକୁ ଆସିଥିଲେ। ମାତ୍ର ଝିଅକୁ ପାଇନଥିଲେ। ଏପରିକି ଶାଶୂ ଘର ଲୋକ ସନ୍ତୋଷ ଜନକ ଉତ୍ତର ମଧ୍ୟ ଦେଇନଥିଲେ।

ପରେ ଆରତିଙ୍କ ବାପ ଘର ଲୋକେ ଏନେଇ ରାସୋଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୋଗକୁ ଭିତ୍ତିକରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପରେ ଶାଶୂ ଘର ଲୋକଙ୍କୁ ଜେରା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଆରତିଙ୍କ ବେକରେ ଲୁଗା ଚାପି ମାରିଥିଲେ। ପରେ ମୃତଦେହକୁ ଅଖାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଆଜି ପୁଲିସ ଜଙ୍ଗଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ୱାମୀ ସୁଜିତ ସାହୁ, ଶ୍ୱଶୁର ନିରଞ୍ଜନ ସାହୁ ଓ ଶାଶୁ କୁମୁଦିନୀ ସାହୁଙ୍କୁ ଗିରଫ କରିଛି। ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story