ଏଣିକି ଜରୁରୀ ସେବା ପାଇଁ ଡାଏଲ କରନ୍ତୁ ୧୧୨

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସବୁ ଜରୁରୀ ସହାୟତା ପାଇଁ  ଗୋଟିଏ ନମ୍ବର ଡାଏଲ୍‌ କରିବାକୁ ପଡ଼ିବ ।  ୧୧୨ ଡାଏଲ କଲେ ମିଳିପାରିବ ଅତ୍ୟାବଶ୍ୟକ ସହାୟତା। ପୁଲିସ୍‌, ଆମ୍ବୁଲାନ୍ସ, ଦମକଳ ପାଇଁ ଏଣିକି ଭିନ୍ନ ଭିନ୍ନ ନମ୍ବର ଡାଏଲ ଅନାବଶ୍ୟକ। ସୂଚନାଯୋଗ୍ୟ, ପୂର୍ବରୁ ଭିନ୍ନ ଭିନ୍ନ ସେବା ପାଇଁ ୧୦୦, ୧୦୧, ୧୦୨, ୧୦୪, ୧୦୮ ଆଦି ଡାଏଲ କରିବାକୁ ପଡ଼ୁଥିଲା। ଏପରିକି କିଛି ଲୋକ  ଏହାଦ୍ୱାରା ସମସ୍ୟାର ସମ୍ମୁଖିନ ହେଉଥିଲେ।  ତେଣୁ ସାଧାରଣ ଲୋକଙ୍କ ନିକଟରେ […]

112

112

Niharika Rout
  • Published: Wednesday, 02 December 2020
  • Updated: 02 December 2020, 02:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସବୁ ଜରୁରୀ ସହାୟତା ପାଇଁ  ଗୋଟିଏ ନମ୍ବର ଡାଏଲ୍‌ କରିବାକୁ ପଡ଼ିବ ।  ୧୧୨ ଡାଏଲ କଲେ ମିଳିପାରିବ ଅତ୍ୟାବଶ୍ୟକ ସହାୟତା। ପୁଲିସ୍‌, ଆମ୍ବୁଲାନ୍ସ, ଦମକଳ ପାଇଁ ଏଣିକି ଭିନ୍ନ ଭିନ୍ନ ନମ୍ବର ଡାଏଲ ଅନାବଶ୍ୟକ।

ସୂଚନାଯୋଗ୍ୟ, ପୂର୍ବରୁ ଭିନ୍ନ ଭିନ୍ନ ସେବା ପାଇଁ ୧୦୦, ୧୦୧, ୧୦୨, ୧୦୪, ୧୦୮ ଆଦି ଡାଏଲ କରିବାକୁ ପଡ଼ୁଥିଲା। ଏପରିକି କିଛି ଲୋକ  ଏହାଦ୍ୱାରା ସମସ୍ୟାର ସମ୍ମୁଖିନ ହେଉଥିଲେ।  ତେଣୁ ସାଧାରଣ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସହାୟତା ପହଞ୍ଚାଇବା ପ୍ରକ୍ରିୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।  ୧୦୦, ୧୦୧, ୧୦୨, ୧୦୪, ୧୦୮ ଆଦି ନମ୍ବରକୁ ଏକୀଭୂତ କରି   ୧୧୨ କରାଯାଇଛି।

୧୧୨ ସେବା ପାଇଁ ୧୦୯୮ ପଦବୀକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ସେବାରେ ନିୟୋଜିତ ହେବେ ୪ ଡିଏସ୍‌ପି, ୧୫୧ SI, ୨୦୩ ASI ଓ ୭୪୦ କନଷ୍ଟେବଲ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story