ଝାଡାବାନ୍ତି ନେଲାଣି ୨ ଜୀବନ, ୨୮ ଅସୁସ୍ଥ

ଆସିକା (ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା ଧରାକୋଟ ବାଖରକଟା ଗାଁରେ ଝାଡାବାନ୍ତି ଆତଙ୍କ। ଗାଁର ପ୍ରାୟ ୩୦ ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଗଲା ଦୁଇ ଦିନ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୨୮ ଜଣ ଚିକିତ୍ସାଧୀନ ରହିଛନ୍ତି। ସୂଚନା ମୁତାବକ, ଗତକାଲି ଧରାକୋଟ ମେଡିକାଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୩୦ ଜଣ ଭର୍ତ୍ତି ହୋଇଥିଲେ। ତେବେ ଗତକାଲି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି […]

diarrhoea

diarrhoea

Madhupriya Mistry
  • Published: Wednesday, 06 April 2022
  • Updated: 06 April 2022, 12:17 PM IST

Sports

Latest News

ଆସିକା (ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା ଧରାକୋଟ ବାଖରକଟା ଗାଁରେ ଝାଡାବାନ୍ତି ଆତଙ୍କ। ଗାଁର ପ୍ରାୟ ୩୦ ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଗଲା ଦୁଇ ଦିନ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୨୮ ଜଣ ଚିକିତ୍ସାଧୀନ ରହିଛନ୍ତି।

ସୂଚନା ମୁତାବକ, ଗତକାଲି ଧରାକୋଟ ମେଡିକାଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୩୦ ଜଣ ଭର୍ତ୍ତି ହୋଇଥିଲେ। ତେବେ ଗତକାଲି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଖାଦ୍ୟରେ ବିଷକ୍ରିୟା ହେତୁ ଅସୁସ୍ଥ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଖବର ପାଇ ଧରାକୋଟ ମେଡ଼ିକାଲ ଟିମ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କୁ ଭେଟି ପ୍ରାଥମିକ ଚିକିତ୍ସା କରିଛି। ଆଉ କିଛି ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗାଁରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। କୌଣସି ଦେବତାଙ୍କ କୋପ ଦୃଷ୍ଟି ପଡିବା ଫଳରେ ଏପରି ଘଟଣା ଘଟିଛି ବୋଲି ଗାଁ ଲୋକେ ବିଶ୍ୱାସ କରୁଛନ୍ତି। ସେପଟେ ଗାଁରେ ଅନୁଷ୍ଠିତ ହୋଇଥିବା ଦଣ୍ଡ ନାଚର ପଣା ପିଇ ଏପରି ଝାଡାବାନ୍ତି ବ୍ୟପିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଧରାକୋଟ ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ଆଜି RWSS ଗାଁ ରେ ପହଞ୍ଚି ବିଭିନ୍ନ ସ୍ଥାନର ଜଳର ନମୁନା ସଂଗ୍ରହ କରିବ। ଏହାପରେ ପ୍ରକୃତ କାରଣ କ'ଣ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story