ଅନାସ୍ଥା ଆଲୋଚନା ବେଳେ କାହିଁକି କକ୍ଷତ୍ୟାଗ କଲା ବିଜେଡି? ଏମିତି ଥିଲା କି ଭିତିରି କଥା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ରାଜନୀତିକ ମହଲରେ ଗୋଟିଏ କଥାକୁ ନେଇ ଖୁବ୍ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଦିଲ୍ଲୀରୁ ଆସିଥିବା ଗୋଟିଏ ଫୋନ୍‌କଲ୍‌ କୁଆଡ଼େ ବିଜେଡି ସଂସଦୀୟ ଦଳର ରଣନୀତିକୁ ପାଣିଚିଆ କରିଦେଇଥିଲା। ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗନେବା ପାଇଁ ନିଷ୍ପତ୍ତି ନେଇଥିବାରୁ, ବିଜେଡିକୁ ଲୋକସଭା ବାଚସ୍ପତି ୧୫ ମିନିଟ୍‌ ସମୟ ଦେଇଥିଲେ। କିନ୍ତୁ ସକାଳ ପ୍ରାୟ ୧୦ଟା ୪୦ ମିନିଟ୍‌ରେ […]

phone

phone

Rakesh Mallick
  • Published: Friday, 20 July 2018
  • Updated: 20 July 2018, 06:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ରାଜନୀତିକ ମହଲରେ ଗୋଟିଏ କଥାକୁ ନେଇ ଖୁବ୍ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଦିଲ୍ଲୀରୁ ଆସିଥିବା ଗୋଟିଏ ଫୋନ୍‌କଲ୍‌ କୁଆଡ଼େ ବିଜେଡି ସଂସଦୀୟ ଦଳର ରଣନୀତିକୁ ପାଣିଚିଆ କରିଦେଇଥିଲା। ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗନେବା ପାଇଁ ନିଷ୍ପତ୍ତି ନେଇଥିବାରୁ, ବିଜେଡିକୁ ଲୋକସଭା ବାଚସ୍ପତି ୧୫ ମିନିଟ୍‌ ସମୟ ଦେଇଥିଲେ। କିନ୍ତୁ ସକାଳ ପ୍ରାୟ ୧୦ଟା ୪୦ ମିନିଟ୍‌ରେ ନବୀନ ନିବାସରୁ ଜଣେ ବରିଷ୍ଠ ସାଂସଦଙ୍କୁ ଯାଇଥିବା ଏକ ଫୋନ୍‌କଲ୍ ପରେ, ଅଚାନକ ବିଜେଡିର ଆଭିମୁଖ୍ୟ ବଦଳି ଯାଇଥିଲା। ବିଜେଡିରୁ ନିଲମ୍ୱିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଛାଡ଼ି, ବାକି ସମସ୍ତ ସାଂସଦଙ୍କୁ କୁଆଡ଼େ ସୁପ୍ରିମୋଙ୍କ ଏହି ନିଦ୍ଦେର୍ଶ ସମ୍ପର୍କରେ ସଙ୍ଗେସଙ୍ଗେ ଅବଗତ କରାଯାଇଥିଲା। ଆଉ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ଉଭୟ ୟୁପିଏ ଓ ଏନ୍‌ଡିଏ ସରକାର ଉପରେ ଓଡ଼ିଶା ପ୍ରତି ଅବହେଳାର ଅଭିଯୋଗ ଲଦି ଏହି ଆଲୋଚନାରେ ଓଡ଼ିଶାକୁ କିଛି ଫାଇଦା ମିଳିବ ନାହିଁ କହି କକ୍ଷତ୍ୟାଗ କରିଥିଲେ।

ବିଜେଡି ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ସକାଳ ପ୍ରାୟ ୯ଟା ୫୫ ମିନିଟ୍‌ରେ ବିଜେପିର ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ବ୍ୟକ୍ତିଗତ ବନ୍ଧୁଙ୍କର ଏକ ଫୋନ୍‌କଲ୍‌ ଆସିଥିଲା। ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ମୋଦି ସରକାରଙ୍କ ସହ ବିଜେଡି ସହଯୋଗ କରୁ ବୋଲି ଅନୁରୋଧ କରିଥିଲେ। କିନ୍ତୁ ସିଧାସଳଖ ସହଯୋଗ କରିବାରେ ସମସ୍ୟା ଥିବାରୁ ଦଳ ଆରମ୍ଭରୁ ହିଁ ଅନାସ୍ଥା ପ୍ରସ୍ତାବରୁ ନିଜକୁ ଦୂରେଇ ରଖିବ ବୋଲି କୁଆଡ଼େ ସେହି କଥାବାର୍ତା ବେଳେ ହିଁ ଚୂଡ଼ାନ୍ତ ହୋଇଥିଲା।

ଚର୍ଚ୍ଚା ହେଉଛି, ବିଭିନ୍ନ ମାମଲାରେ ସିବିଆଇ ତଦନ୍ତର ଭୟ କୁଆଡ଼େ ବିଜେଡିକୁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା। ବିଜେଡିର କିଛି ସାଂସଦ କାଳେ ଆଲୋଚନା ବେଳେ କିଛି ବିବାଦୀୟ କଥା କହିବେ ଓ ଯାହା ପରବର୍ତୀ ସମୟରେ ଦଳର ନେତୃତ୍ୱଙ୍କୁ ଅଡ଼ୁଆରେ ପକାଇବ, ସେହି ଆଶଙ୍କାରେ ଅନାସ୍ଥା ଆଲୋଚନା ପୂର୍ବରୁ ହିଁ ସାଂସଦ ମାନଙ୍କୁ କକ୍ଷତ୍ୟାଗ କରିବାକୁ ତାଗିଦ୍ କରାଯାଇଥିଲା। ବିଜେଡି ନେତୃତ୍ୱଙ୍କ ଏଭଳି ଆଚରଣରେ କିଛି ସାଂସଦ ଅସନ୍ତୁଷ୍ଟ ହୋଇଥିଲେ ମଧ୍ୟ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି। ସଂସଦ ଭିତରେ ବିଜେଡିର ଏଭଳି ଆଭିମୁଖ୍ୟ ରାଜନୀତିକ ପରିପକ୍ୱତାର ଅଭାବ ନା ସୁବିଧାବାଦୀ ରାଜନୀତିର ଲକ୍ଷଣ, ତାହା ଚର୍ଚ୍ଚାର ବିଷୟ ପାଲଟିଛି। ରାଜନୈତିକ ପଣ୍ଡିତମାନଙ୍କର କହିବା କଥା, ବିଜେଡିକୁ ବାଚସ୍ପତି ମହାଶୟା ଯେଉଁ କିଛି ସମୟ ଦେଇଥିଲେ, ସେତିକି ଭିତରେ ସାଂସଦମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଓ ମହାନଦୀ ପରି ଓଡ଼ିଶାର କିଛି ସ୍ୱାର୍ଥବିଜଡ଼ିତ ସମସ୍ୟା ଉଠେଇ, କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ପାରିଥାନ୍ତେ। କିନ୍ତୁ କକ୍ଷତ୍ୟାଗ କରି ବିଜେଡି ଏକ ସୁନ୍ଦର ସୁଯୋଗ ହରାଇଲା ବୋଲି ସମସ୍ତେ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story