ଦୀନ ଦୟାଲ ଉପାଧ୍ୟାୟ ବିଦ୍ୟୁତକରଣ ଓ ଆଇପିଡିଏସ୍ ଯୋଜନା ପାଇଁ ଅର୍ଥ ମଂଜୁର: ରାଜ୍ୟ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ଦୀନ ଦୟାଲ ଉପାଧ୍ୟାୟ ବିଦ୍ୟୁତକରଣ ଯୋଜନା ଏବଂ ଆଇପିଡିଏସ୍ ଅନ୍ତର୍ଗତ ଯୋଜନା ବାବଦରେ ରାଜ୍ୟ ମାଗିଥିବା ସମସ୍ତ ଅର୍ଥ ଦେବାକୁ କେନ୍ଦ୍ର ରାଜି ହୋଇଛି। ସୋମବାର ଦିଲ୍ଲୀରେ କେନ୍ଦ୍ର ଶକ୍ତିମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ। ରାଜ୍ୟ ମାଗିଥିବା ଅର୍ଥ କେନ୍ଦ୍ର ଅଧା ମଞ୍ଜୁର କରିଥିଲା। ତେବେ ସମସ୍ତ ୪ ହଜାର ୭୦୦ କୋଟି ମଞ୍ଜୁର କରାଯିବ। ଏଥିପାଇଁ ଆସନ୍ତାମାସ […]

bbsr

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 02:18 AM IST

ଭୁବନେଶ୍ୱର: ଦୀନ ଦୟାଲ ଉପାଧ୍ୟାୟ ବିଦ୍ୟୁତକରଣ ଯୋଜନା ଏବଂ ଆଇପିଡିଏସ୍ ଅନ୍ତର୍ଗତ ଯୋଜନା ବାବଦରେ ରାଜ୍ୟ ମାଗିଥିବା ସମସ୍ତ ଅର୍ଥ ଦେବାକୁ କେନ୍ଦ୍ର ରାଜି ହୋଇଛି। ସୋମବାର ଦିଲ୍ଲୀରେ କେନ୍ଦ୍ର ଶକ୍ତିମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ। ରାଜ୍ୟ ମାଗିଥିବା ଅର୍ଥ କେନ୍ଦ୍ର ଅଧା ମଞ୍ଜୁର କରିଥିଲା। ତେବେ ସମସ୍ତ ୪ ହଜାର ୭୦୦ କୋଟି ମଞ୍ଜୁର କରାଯିବ। ଏଥିପାଇଁ ଆସନ୍ତାମାସ ପ୍ରଥମ ସପ୍ତାହରୁ ବୈଠକ ଡାକି ଆଲୋଚନା ପାଇଁ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜି ହୋଇଥିବା ପ୍ରଣବ ପ୍ରକାଶ ଦାସ କହିଛନ୍ତି।

Related story