ତୁଟିଲା ବାଲେଶ୍ୱର ଓ ବାରିପଦା ବସ୍ ମାଲିକ ସଂଘ ବିବାଦ: ବସ୍ ଚଳାଚଳ ସ୍ୱାଭାବିକ

ଭଦ୍ରକ:  ବହୁ ବାଦବିବାଦ ପରେ ଶେଷରେ ବାରିପଦା ଓ ବାଲେଶ୍ୱର ମଧ୍ୟରେ ବସ୍‌ ଚଳାଚଳ ପ୍ରସଙ୍ଗର ସାମାଧନ ହୋଇଛି। ବସ୍‌ ଗୁଡ଼ିକର ଚଳାଚଳ ସମୟ ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ପୋଲିସ୍‌, ଆରଟିଓ ଓ ଦୁଇ ସହରର ବସ୍‌ ମାଲିକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏଥିରେ ଉଭୟ ପକ୍ଷ ରାଜି ହେବା ପରେ ବିବାଦର ଅନ୍ତ ଘଟିଥିଲା। ଏହାପରେ ଅପରାହ୍ନରେ ଉଭୟ ସହରକୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ପରିମିଟ୍ ଓ ବସ୍‌ ଛାଡ଼ିବା […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 07:52 PM IST

ଭଦ୍ରକ:  ବହୁ ବାଦବିବାଦ ପରେ ଶେଷରେ ବାରିପଦା ଓ ବାଲେଶ୍ୱର ମଧ୍ୟରେ ବସ୍‌ ଚଳାଚଳ ପ୍ରସଙ୍ଗର ସାମାଧନ ହୋଇଛି। ବସ୍‌ ଗୁଡ଼ିକର ଚଳାଚଳ ସମୟ ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ପୋଲିସ୍‌, ଆରଟିଓ ଓ ଦୁଇ ସହରର ବସ୍‌ ମାଲିକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏଥିରେ ଉଭୟ ପକ୍ଷ ରାଜି ହେବା ପରେ ବିବାଦର ଅନ୍ତ ଘଟିଥିଲା। ଏହାପରେ ଅପରାହ୍ନରେ ଉଭୟ ସହରକୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି।

ପରିମିଟ୍ ଓ ବସ୍‌ ଛାଡ଼ିବା ସମୟକୁ ନେଇ ଉଭୟ ଜିଲ୍ଲା ବସ୍ ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।

Related story