ଡାକ୍ତର ଓ ନର୍ସଙ୍କୁ ଦୁର୍ବ୍ୟବହାର, ମେଡିକାଲ କଲେଜରେ ଉତ୍ତେଜନା

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା।  ଡାକ୍ତର ଓ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାମ ବନ୍ଦ କରି ଫାଣ୍ଡି ଆଗରେ ଧାରଣାରେ ବସିଥିଲେ କାର୍ଯ୍ୟରତ ଡାକ୍ତର ଓ ନର୍ସ।ମୟୂରଭଞ୍ଜ ସିଡିଏମ୍ଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ନର୍ସ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।  ଖୁବ୍ ଶୀଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବାପାଇଁ ସେ ଅନୁରୋଧ କରିଛନ୍ତି।  ସୋମବାର ଏ ସଂପର୍କରେ ଆଲୋଚନା ହୋଇ ଏହାର ସମାଧାନ […]

568

568

Tapas Behera
  • Published: Saturday, 29 June 2019
  • Updated: 29 June 2019, 03:57 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା।  ଡାକ୍ତର ଓ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାମ ବନ୍ଦ କରି ଫାଣ୍ଡି ଆଗରେ ଧାରଣାରେ ବସିଥିଲେ କାର୍ଯ୍ୟରତ ଡାକ୍ତର ଓ ନର୍ସ।ମୟୂରଭଞ୍ଜ ସିଡିଏମ୍ଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ନର୍ସ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।  ଖୁବ୍ ଶୀଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବାପାଇଁ ସେ ଅନୁରୋଧ କରିଛନ୍ତି।  ସୋମବାର ଏ ସଂପର୍କରେ ଆଲୋଚନା ହୋଇ ଏହାର ସମାଧାନ କରାଯିବ ବୋଲି  ସିଡିଏମ୍ଓ  ପ୍ରତିଶ୍ରୁତି ଦେଇଛନ୍ତି।

ଗତକାଲି ଝାରପୋଖରିଆ ଅଞ୍ଚଳରୁ ଜଣେ ହୃଦରୋଗୀ  ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଆସିଥିଲେ।  ଆଜି ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିଯିବାରୁ ଡ୍ୟୁଟି ରୁମ୍‌ରେ ଥିବା ନର୍ସମାନଙ୍କୁ ଡାକିଥିଲେ।  ପରେ ସଂପୃକ୍ତ ହୃଦରୋଗୀଙ୍କ ମୃତ୍ୟୁ ହୋଇଥିଲା।  ହେଲେ ନର୍ସ ଓ ଡାକ୍ତରମାନେ ଆସି ନଥିବା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ସୁରକ୍ଷା ଦାବିରେ ନର୍ସ ଓ ଡାକ୍ତର ଧାରଣାରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story