ମାଆ ଓ ଝିଅଙ୍କୁ ତଣ୍ଟି ଚିପି ମାରିଦେଲେ: ଗୁରୁତର ଅବସ୍ଥାରେ ଶିଶୁ ଉଦ୍ଧାର

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଏକ ଜଘନ୍ୟ କାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ଗୋଟିଏ ପରିବାର ୩ ଜଣଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛି। ଘଟଣା ସ୍ଥଳରେ ମାଆ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ବର୍ଷର ଶିଶୁପୁତ୍ର କୌଣସି ପ୍ରକାରେ ବର୍ତ୍ତି ଯାଇଛି। ଏପରି ଘଟଣା ଘଟିଛି ଟିକିଲିପଡ଼ାର ଓରାମପଡ଼ା ଗାଁରେ।

ଗାଁର ଏକ ଘରୁ ମାଆ ଏବଂ ଝିଅ ମୃତଦେହ ଉଦ୍ଧାର କରାଯାଇଛି। ଶିଶୁପୁତ୍ରର ଅବସ୍ଥା ଗୁରୁତର ରହିଛି। ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ମାଆ, ଝିଅଙ୍କୁ କେହି ତଣ୍ଟିଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅକୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲେ ବି ସେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ।

Ordigital Desk
• Published: Tuesday, 26 December 2017
• Updated: 26 December 2017, 05:04 PM IST

Sports

Latest News

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଏକ ଜଘନ୍ୟ କାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ଗୋଟିଏ ପରିବାର ୩ ଜଣଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛି। ଘଟଣା ସ୍ଥଳରେ ମାଆ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ବର୍ଷର ଶିଶୁପୁତ୍ର କୌଣସି ପ୍ରକାରେ ବର୍ତ୍ତି ଯାଇଛି। ଏପରି ଘଟଣା ଘଟିଛି ଟିକିଲିପଡ଼ାର ଓରାମପଡ଼ା ଗାଁରେ।

ଗାଁର ଏକ ଘରୁ ମାଆ ଏବଂ ଝିଅ ମୃତଦେହ ଉଦ୍ଧାର କରାଯାଇଛି। ଶିଶୁପୁତ୍ରର ଅବସ୍ଥା ଗୁରୁତର ରହିଛି। ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ମାଆ, ଝିଅଙ୍କୁ କେହି ତଣ୍ଟିଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅକୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲେ ବି ସେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos