କାର୍‌ ଦୁର୍ଘଟଣାରେ ଚାଲିଗଲେ ଡାକ୍ତର ଅଞ୍ଜନ କୁମାର ଷଡ଼ଙ୍ଗୀ

ବାରିପଦା(ମାଣିକଲାଲ ପାଣି): ଆଉ ନାହାନ୍ତି ଡାକ୍ତର ଅଞ୍ଜନ କୁମାର ଷଡ଼ଙ୍ଗୀ। କାର୍‌ ଦୁର୍ଘଟଣାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ବାରିପଦା ସ୍ତବ୍ଧ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଞ୍ଜନ କୁମାର ଷଡଙ୍ଗୀ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନ୍‌ରେ ଯାଇଥିଲେ। ତେଣୁ ସେ ସେଠାରେ କାର୍ଯ୍ୟ କରୁଥିଲେ। ଶନିବାର ରାତିରେ ମେଡିକାଲ୍‌ରେ ତାଙ୍କର ନାଇଟ୍‌ ଡ୍ୟୁଟି ଥିଲା। ତେଣୁ ସେ ନାଇଟ୍‌ ଡ୍ୟୁଟି ସାରି ଆଜି ସକାଳେ […]

Dr Anjan Sarangi

Dr Anjan Sarangi

Manoranjan Sial
  • Published: Sunday, 24 April 2022
  • Updated: 24 April 2022, 09:52 PM IST

ବାରିପଦା(ମାଣିକଲାଲ ପାଣି): ଆଉ ନାହାନ୍ତି ଡାକ୍ତର ଅଞ୍ଜନ କୁମାର ଷଡ଼ଙ୍ଗୀ। କାର୍‌ ଦୁର୍ଘଟଣାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ବାରିପଦା ସ୍ତବ୍ଧ ହୋଇଯାଇଛି।

ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଞ୍ଜନ କୁମାର ଷଡଙ୍ଗୀ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନ୍‌ରେ ଯାଇଥିଲେ। ତେଣୁ ସେ ସେଠାରେ କାର୍ଯ୍ୟ କରୁଥିଲେ। ଶନିବାର ରାତିରେ ମେଡିକାଲ୍‌ରେ ତାଙ୍କର ନାଇଟ୍‌ ଡ୍ୟୁଟି ଥିଲା। ତେଣୁ ସେ ନାଇଟ୍‌ ଡ୍ୟୁଟି ସାରି ଆଜି ସକାଳେ ବାରିପଦା ଫେରୁଥିଲେ। ସେ ନିଜେ କାର୍‌ ଚଳାଉଥିଲେ।

ତେବେ ୧୮ ନମ୍ୱର ଜାତୀୟ ରାଜପଥର ବାରିପଦା ସହର ଉପକଣ୍ଠ କାଠପାଳଠାରେ ଡାକ୍ତର ଷଡ଼ଙ୍ଗୀଙ୍କ କାର୍‌କୁ ପଛ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ କାର୍‌ଟି ସଂପୂର୍ଣ୍ଣ ଚୁରମାର୍‌ ହୋଇଯାଇଥିଲା। ସ୍ଥାନୀୟ ଲୋକେ କାର୍‌ ଡୋର୍‌ କାଟି ତାଙ୍କୁ ବାହାର କରିଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଉଥିଲା।

ଭଦ୍ରକ ପାଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ମରଶରୀରକୁ ବାରିପଦା ଫରାଇ ଅଣାଯାଇଥିଲା। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ମେଡିକାଲ୍‌ରେ ଶହଶହ ଲୋକଙ୍କ ଭିଡ଼ ଜମି ଥିଲା। ନେତା, ବରିଷ୍ଠ ନାଗରିକ ଓ ସାଧାରଣ ଜନତା ତାଙ୍କୁ ଶେଷ ଦର୍ଶନ କରିଥିଲେ। ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ବାରିପଦାରେ ଘରେ ଘରେ ପରିଚିତ ଥିଲେ। ସେ ଅତି ଲୋକ ପ୍ରିୟ ଡାକ୍ତର ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story