ଅଶ୍ୱିନୀ ବୈଷ୍ଣବଙ୍କ ପ୍ରସଙ୍ଗରେ ନରସିଂହଙ୍କୁ ଜବାବ ଦେଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଥିବା ବେଳେ ବରିଷ୍ଠ ନେତା ଦାମୋଦର ରାଉତ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି,“ ଅଶ୍ୱିନୀ ଏକ ଖଣି କମ୍ପାନୀର ଡାଇରେକ୍ଚର, ନରସିଂହ କ’ଣ ଜାଣିନାହାନ୍ତି? ଖଣି ବେପାର କରୁଥିବା ଲୋକ କ’ଣ ରାଜନୀତି କରିପାରିବନି? ଏହା ପ୍ରସଙ୍ଗ ନୁହେଁ। ଗଣତନ୍ତ୍ରରେ ଲୋକ ପ୍ରତିନିଧିଙ୍କ ଭୂମିକା ଗୌଣ ହେଉଛି। ଗଣତନ୍ତ୍ରରେ […]

dama1

dama1

Jitendra Garnayak
  • Published: Sunday, 23 June 2019
  • Updated: 23 June 2019, 02:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଥିବା ବେଳେ ବରିଷ୍ଠ ନେତା ଦାମୋଦର ରାଉତ ଏହାର ଜବାବ ରଖିଛନ୍ତି।

ସେ କହିଛନ୍ତି,“ ଅଶ୍ୱିନୀ ଏକ ଖଣି କମ୍ପାନୀର ଡାଇରେକ୍ଚର, ନରସିଂହ କ’ଣ ଜାଣିନାହାନ୍ତି? ଖଣି ବେପାର କରୁଥିବା ଲୋକ କ’ଣ ରାଜନୀତି କରିପାରିବନି? ଏହା ପ୍ରସଙ୍ଗ ନୁହେଁ। ଗଣତନ୍ତ୍ରରେ ଲୋକ ପ୍ରତିନିଧିଙ୍କ ଭୂମିକା ଗୌଣ ହେଉଛି। ଗଣତନ୍ତ୍ରରେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କ ଭୂମିକା ବଢୁଛି।”

ତା’ପୂର୍ବରୁ ନରସିଂହ ମିଶ୍ର କିଛି ପ୍ରଶ୍ନ କରି ବିଜେପିକୁ ତା’ର ଉତ୍ତର ମାଗିଥିଲେ। ସେ କହିଥିଲେ, ବିଜେପି ଯାହାକୁ ପ୍ରାର୍ଥୀ କରିଛି ସେ ଖଣି ମାଲିକ ନା ନାହିଁ? ଯଦି ଖଣି ମାଲିକ ହୋଇଥାଆନ୍ତି, ତାଙ୍କ ବିରୋଧରେ ଅଭିଯୋଗ ଅଛି ନା ନାହିଁ? କାହିଁକି କେନ୍ଦ୍ର ଓ ରାଜ୍ୟ ସରକାର ଏହି ମାମଲା ସିବିଆଇକୁ ଦେଉନାହାନ୍ତି? ଏଭଳି ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା ଦୁର୍ଭାଗ୍ୟଜନକ।” ସେ ଆହୁରି କହିଥିଲେ,“ଜଣେ ଅଣଓଡ଼ିଆଙ୍କୁ ରାଜ୍ୟସଭାକୁ ପଠାଯାଉଥିବାରୁ ଓଡ଼ିଶାବାସୀ ଲଜ୍ଜିତ। ରାଜ୍ୟର ସ୍ୱାର୍ଥ କଥା କହୁଥିବା ଦଳ ବାହାର ଲୋକଙ୍କୁ ରାଜ୍ୟସଭାକୁ ପଠାଉଛି।”

ଅଶ୍ୱିନୀଙ୍କୁ ବିଜେପି କିପରି ରାଜ୍ୟସଭା ପ୍ରାର୍ଥୀ କଲା ବୋଲି ପଚରାଯିବାରେ ଦାମୋଦର ରାଉତ କହିଛନ୍ତି,“ଦଳର ନୀତି ନିର୍ଦ୍ଧାରଣରେ ମୁଁ ନାହିଁ। ହେଲେ ଏହା ଦ୍ୱାରା କେନ୍ଦ୍ର-ରାଜ୍ୟ ସଂପର୍କରେ ଶାଳୀନତା ଆସିଛି। ଉଭୟଙ୍କ ଭିତରେ ସହଯୋଗ ରହିଲେ ବିକାଶ ତ୍ୱରାନ୍ୱିତ ହେବ।”

ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଦାମୋଦର ରାଉତ କହିଛନ୍ତି,“ ଅଶ୍ୱିନୀ ଜଣେ ଦକ୍ଷ ପ୍ରଶାସକ, ନବୀନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ମୋଦି ଓ ଶାହାଙ୍କ ସହ ନବୀନଙ୍କୁ ସେ ସାକ୍ଷାତ କରାଉଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story