୫୦ଟି ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଚିବାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ଟି ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ‘ଭୁବନେଶ୍ୱର ୱାନ୍’ ନାମକ ୱେବ୍ ବେସ୍‌ଡ ଜିଆଇଏସ୍‌ ମ୍ୟାପ୍ ପୋର୍ଟାଲର ଲୋକାର୍ପଣ କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୫ଟି ମହାନଗର ନିଗମରେ ଏନର୍ଜି ଏଫିସିଏଣ୍ଟ ଷ୍ଟ୍ରୀଟ୍ ଲାଇଟ୍ ବ୍ୟବସ୍ଥା ପାଇଁ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ୨୬ଟି ସହରରେ ନିର୍ମିତ ହେବାକୁ ଥିବା ୫୦ଟି ପାନୀୟ […]

drinking-water

drinking-water

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 02:49 PM IST

Sports

Latest News

drinking-waterଭୁବନେଶ୍ୱର: ସଚିବାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ଟି ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ‘ଭୁବନେଶ୍ୱର ୱାନ୍’ ନାମକ ୱେବ୍ ବେସ୍‌ଡ ଜିଆଇଏସ୍‌ ମ୍ୟାପ୍ ପୋର୍ଟାଲର ଲୋକାର୍ପଣ କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୫ଟି ମହାନଗର ନିଗମରେ ଏନର୍ଜି ଏଫିସିଏଣ୍ଟ ଷ୍ଟ୍ରୀଟ୍ ଲାଇଟ୍ ବ୍ୟବସ୍ଥା ପାଇଁ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

୨୬ଟି ସହରରେ ନିର୍ମିତ ହେବାକୁ ଥିବା ୫୦ଟି ପାନୀୟ ଜଳ ପ୍ରକଳ୍ପ ପାଇଁ ୧୪୯.୧୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସ୍ମାର୍ଟ ସିଟି ପାଇଁ ସାରା ଦେଶରେ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିଛି। ଏହି ସ୍ମାର୍ଟ ସିଟ୍ ଯୋଜନାର ପ୍ରଥମ ପଦକ୍ଷେପ ସ୍ୱରୂପ ‘ଭୁବନେଶ୍ୱର ୱାନ୍’ ୱେବ୍ ବେସ୍‌ଡ ଜିଆଇସି ମ୍ୟାପ୍ ପୋର୍ଟାଲକୁ ଲୋକାର୍ପିତ କରାଯାଇଛି। ଏହି ପୋର୍ଟାଲ ଜରିଆରେ ଲୋକେ ଭୁବନେଶ୍ୱରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଅବସ୍ଥିତି ଓ ସେସବୁ ସ୍ଥାନରେ ଉପଲବ୍ଧ ବିଭିନ୍ନ ସାର୍ବଜନୀନ ସେବା ସଂପର୍କରେ ଜାଣିପାରିବେ। ଏ ପ୍ରକାର ଅନ୍ ଲାଇନ୍ ସେବା ଯୋଗାଇବାରେ ‘ଭୁବନେଶ୍ୱର ୱାନ୍’ ପ୍ରକଳ୍ପ ଦେଶରେ ପ୍ରଥମ।

୫ଟି ମହାନଗର ନିଗମରେ ବର୍ତ୍ତମାନ ପ୍ରଚଳିତ ଷ୍ଟ୍ରୀଟ୍ ଲାଇଟ୍ ବ୍ୟବସ୍ଥାର ଆଧୁନିକି କରଣ କରାଯାଇ ଏନର୍ଜି ଏଫିସିଏଣ୍ଟ ଷ୍ଟ୍ରୀଟ୍ ଲାଇଟ୍ ପ୍ରଚଳନ କରାଯିବ। ଭୁବନେଶ୍ୱରରେ ୬୧୩୬ (ଦ୍ୱିତୀୟ ପର୍ଯ୍ୟାୟ)ଟି, ବ୍ରହ୍ମପୁରରେ ୭୫୭୮, କଟକରେ ୧୬,୦୬୯, ସମ୍ବଲପୁରରେ ୪,୮୬୯ ଓ ରାଉରକେଲା ମହାନଗର ନିଗମରେ ୬,୪୯୪ଟି ଏନର୍ଜି ଏଫିସିଏଣ୍ଟ ଷ୍ଟ୍ରୀଟ୍ ଲାଇଟ୍ ସ୍ଥାପନ କରାଯିବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେସା ଲାଇଟ୍ ଆଣ୍ଡ ନ୍ୟୁ ଏନର୍ଜି ଏଲ୍‌ଏଲ୍‌ପି, ଭାରତ ସରକାରଙ୍କ ଇଇଏସ୍‌ଏଲ୍‌ ଓ ମହାନଗର ନିଗମଗୁଡ଼ିକ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ନବୀକରଣ ଯୋଜନା ପାଇଁ ଆବଶ୍ୟକ ଅର୍ଥ ମଧ୍ୟରୁ ୮୦ ପ୍ରତିଶତ ଓଡ଼ିଶାର ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠିରୁ ଗ୍ରାଣ୍ଟ୍ ଆକାରରେ ଦିଆଯିବାକୁ ଥିବା ବେଳେ ମହାନଗର ନିଗମମାନେ ୧୦ ପ୍ରତିଶତ ପାଣ୍ଠି ଇକ୍ୟୁଟି ଆକାରରେ ସହଯୋଗ ଦେବେ। ବାକି ୧୦ ପ୍ରତିଶତ ଇଇଏସ୍‌ଏଲ୍‌ ଓ  ହେସା ଲାଇଟ୍ ଆଣ୍ଡ ନ୍ୟୁ ଏନର୍ଜି ଏଲ୍‌ଏଲ୍‌ପି ଭରଣା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story