ରାଉରକେଲାରେ ଡ୍ରୋନ୍‌ ସର୍ଭେ ଆରମ୍ଭ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି):  ରାଉରକେଲା ସହରର ନାଲାରୋଡ୍‌, ପ୍ଲାଣ୍ଟସାଇଟ୍‌ ରୋଡ୍‌ ଓ ଡେଲିମାର୍କେଟ ଆଦି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଡ୍ରୋନ୍ ସର୍ଭେ ଆରମ୍ଭ ହୋଇଯାଇଛି। ଏହି ଅଞ୍ଚଳକୁ ରାସ୍ତାଗୁଡ଼ିକ ଅଣ ଓସାରିଆ ହୋଇଥିବାରୁ ଗାଡ଼ି ଚଳାଚଳ ସମ୍ଭବପର ହେଉନାହିଁ। ସେଥିପାଇଁ ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ଡ୍ରୋନ୍‌ର ସାହାଯ୍ୟ ନିଆଯାଇଛି। ଏହି ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ସାନିଟାଇଜ୍‌ କରାଯିବ। ଶୁକ୍ରବାରଠାର ଏହି ପ୍ରକ୍ରିୟା ଆରମ୍ଭ ହେବ। ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରତ୍ୟକ୍ଷ ଭାବେ ଏହି […]

rourkela00

rourkela00

Tapaswini Nayak
  • Published: Wednesday, 29 April 2020
  • Updated: 29 April 2020, 09:28 AM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି):  ରାଉରକେଲା ସହରର ନାଲାରୋଡ୍‌, ପ୍ଲାଣ୍ଟସାଇଟ୍‌ ରୋଡ୍‌ ଓ ଡେଲିମାର୍କେଟ ଆଦି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଡ୍ରୋନ୍ ସର୍ଭେ ଆରମ୍ଭ ହୋଇଯାଇଛି। ଏହି ଅଞ୍ଚଳକୁ ରାସ୍ତାଗୁଡ଼ିକ ଅଣ ଓସାରିଆ ହୋଇଥିବାରୁ ଗାଡ଼ି ଚଳାଚଳ ସମ୍ଭବପର ହେଉନାହିଁ। ସେଥିପାଇଁ ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ଡ୍ରୋନ୍‌ର ସାହାଯ୍ୟ ନିଆଯାଇଛି। ଏହି ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ସାନିଟାଇଜ୍‌ କରାଯିବ। ଶୁକ୍ରବାରଠାର ଏହି ପ୍ରକ୍ରିୟା ଆରମ୍ଭ ହେବ।

ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରତ୍ୟକ୍ଷ ଭାବେ ଏହି ଡ୍ରୋନ୍‌ ଅପରେସନକୁ ମନିଟରିଂ କରିବେ। କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ଆଶା କର୍ମୀମାନେ ଘର ଘର ବୋଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଶ୍ରା ଅଞ୍ଚଳର ୫ ଜଣ ଥିବା ବେଳେ ରାଉରକେଲା ନାଲା ରୋଡ଼ ଅଞ୍ଚଳର ୫ ଆକ୍ରାନ୍ତ ଥିବା ଜଣାଯାଇଛି। ଜିଲ୍ଲାର ୧୦  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣ ଚିକିତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story