ରଙ୍ଗ ନେଇଗଲା ୧୩ ଜୀବନ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ହୋଲି ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର। ହୋଲି ଖେଳ ହିଁ କାଳ ସାଜିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଜନିତ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଂଚଳର ୩ ଜଣ ଯୁବକ ହୋଲି ଖେଳିବା ପରେ କେନ୍ଦୁଗୁଡା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ। ଡ୍ୟାମରେ ଗାଧୋଇବା […]

5bn

5bn

Tapas Behera
  • Published: Tuesday, 10 March 2020
  • Updated: 10 March 2020, 06:57 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ହୋଲି ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର। ହୋଲି ଖେଳ ହିଁ କାଳ ସାଜିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଜନିତ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ନିଖୋଜ ଅଛନ୍ତି।

ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଂଚଳର ୩ ଜଣ ଯୁବକ ହୋଲି ଖେଳିବା ପରେ କେନ୍ଦୁଗୁଡା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ। ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକ ନିଖୋଜ ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି  ପଦ୍ମପୁର ମେଡିକାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ କେ. ବରୁଣ ଆଚାରୀ,  ସୁରେଶ ଆଚାରୀ ଓ କେ. ଅଭିଷେକ୍ କୁମାର।

ସେହିଭଳି ଆଳି ଥାନା ନିଆଳି ଗାଁରେ ବି ଘଟିଛି ଅଘଟଣ। ହୋଲି ଖେଳି ସାରି ଗାଧୋଇଲା ବେଳେ ବୁଡ଼ି ଯାଇଛନ୍ତି ଯୁବକ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ସେହିପରି କଟକ କାଠଯୋଡ଼ି ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ହୋଇଛି। ୪୨ମୌଜା ଘାଟକୂଳ ନିକଟରେ ୨ ଯୁବକ ବୁଡ଼ିଯାଇଥିବା ସୂଚନା ମିଳିଛି। ଉଭୟଙ୍କୁ ଉଦ୍ଧାର ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି କଟକ ବଡ଼ମେଡିକାଲ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ହେଲେ ନେତାଜୀ ନଗର ଅଞ୍ଚଳର ନିଶାନ୍ତ ପାଢୀ ଓ ଶୁଭମ କୁମାର ବେହେରା। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଉଭୟ ବୁଡ଼ି ଯାଇଥିବା ସୂଚନା ମିଳିଛି।

ସେହିପରି ହୋଲିରେ ଭୋଜି କରି ଫେରୁଥିବା ବେଳେ ଅଘଟଣ। ଗଛରେ  ବାଇକ୍ ପିଟି ହୋଇ ଘଟଣାସ୍ଥଳରେ ୩ ସାଙ୍ଗଙ୍କ ମୃତ୍ୟୁ ହୋଇଛି। ବିରାଡିଆରୁ ଭୋଜି କରି ଫେରୁଥିବା ବେଳେ ଢେଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ କାଇମାଟିଆ ଅନ୍ୟ ଜଣେ ରାମେଶ୍ୱରପୁରର ବୋଲି ଜଣାପଡିଛି। ସେହିପରି ଆଉ କେତେକ ଅଞ୍ଚଳରେ ମଧ୍ୟ ଏମିତି ଅଘଟଣ ଘଟି ଲୋକଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story