ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଅଭାବନୀୟ ଘଟଣା ଘଟିଛି।  ସ୍ୱାମୀର ଟାଙ୍ଗିଆ ଚୋଟରେ  ସ୍ତ୍ରୀର ମୃତ୍ୟୁ ଘଟିଛି। ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗାଁ ଆଦିବାସୀ ସାହିରେ ଏହି ଘଟଣା ଘଟିଛି।  ଘରୋଇ କଳହକୁ କେନ୍ଦ୍ରକରି ଏହି ନାରକୀୟ କାଣ୍ଡ ଘଟାଇଛି ମଦ୍ୟପ ସ୍ୱାମୀ। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ।

dead

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 02:36 PM IST

Related story