ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଦେଲେ ମାତାଲ ସାର୍‌! ଭିଡିଓ ଭାଇରାଲ୍‌

ଯାଜପୁର (ଅଭୟ ପତି): ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ଜଣେ ମାତାଲ୍‌ ଶିକ୍ଷକ ପିଲାମାନଙ୍କୁ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଆଣ୍ଠେଇ ଦେଇଛନ୍ତି। ଏପରିକି ସାର୍‌ ନିଜେ ପିଲାଙ୍କ ସହିତ ପୋଜ୍‌ ଦେଇଛନ୍ତି। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ସୁକିନ୍ଦା ଲେମ୍ବୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମକରନ୍ଦ ମହାନ୍ତ। ସବୁଦିନ ଭଳି ଗତକାଲି ସେ କୁଆଡ଼େ ନିଶାରେ ଟଳି […]

teacher

teacher

Manoranjan Sial
  • Published: Thursday, 05 December 2019
  • Updated: 05 December 2019, 05:14 PM IST

Sports

Latest News

ଯାଜପୁର (ଅଭୟ ପତି): ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ଜଣେ ମାତାଲ୍‌ ଶିକ୍ଷକ ପିଲାମାନଙ୍କୁ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଆଣ୍ଠେଇ ଦେଇଛନ୍ତି। ଏପରିକି ସାର୍‌ ନିଜେ ପିଲାଙ୍କ ସହିତ ପୋଜ୍‌ ଦେଇଛନ୍ତି। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

ସୁକିନ୍ଦା ଲେମ୍ବୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମକରନ୍ଦ ମହାନ୍ତ। ସବୁଦିନ ଭଳି ଗତକାଲି ସେ କୁଆଡ଼େ ନିଶାରେ ଟଳି ଟଳି ଡେରିରେ ସ୍କୁଲ୍‌ ଆସିଥିଲେ। ନିଶାରେ ଏମିତି ଥିଲେ ଯେ ନିଜ ମୋଟର ସାଇକେଲକୁ ଠିକ୍‌ରେ ରଖି ପାରିଲେନ ଥିଲେ। ଆଉ ସେତେବେଳେ ପିଲାମାନେ ଶ୍ରେଣୀରେ ହୋ-ହଲ୍ଲା କରୁଥିବାରୁ ସମସ୍ତଙ୍କୁ ସ୍କୁଲ ଗେଟ୍‌ ବାହାରକୁ ନେଇ ଧାଡ଼ି କରି ଅଣ୍ଠେଇ ଦେଇଥିଲେ। ଏପରିକି ସାର୍‌ ନିଜେ ପିଲାଙ୍କ ସହିତ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଏନେଇ ଅଭିଯୋଗ ହେବା ପରେ ବିଇଓ ଘଟଣାର ତଦନ୍ତ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଚାକିରିରୁ ଅନ୍ତର କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story