ଠାବ ହେଲା ଆଉଏକ ନକଲି ଘିଅ କାରାଖାନା

କଟକ (ଓଡ଼ିଶା ରିପୋର୍ଟର): ଏବେ ଅପମିଶ୍ରଣ ଜିନିଷର ପେଣ୍ଠସ୍ଥଳୀ ପାଲଟିଛି ରୌପ୍ୟ ନଗରୀ କଟକ। ଦୁଇ ଦିନ ତଳେ କଟକ ଜଗତପୁର ଅଞ୍ଚଳରୁ ଗୋଟିଏ ଅପମିଶ୍ରିତ ସୋୟା ବଡି କମ୍ପାନୀ ଠାବ ହେଇଥିବା ବେଳେ ଆଜି କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ପିଠାପୁର ମୁନ୍ ଲାଇଟ୍ ଗଳିରୁ ଗୋଟିଏ ଅପମିଶ୍ରିତ ଘିଅ କାରଖାନାକୁ ଠାବ କରିଛି ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏକ ସ୍ଵତନ୍ତ୍ର ଟିମ୍ ଅଚାନକ ସେହି କାରଖାନା ଉପରେ ଚଢ଼ାଉ କରି […]

ctc

ctc

Ranjit Kumar Jena
  • Published: Monday, 21 December 2020
  • Updated: 21 December 2020, 04:51 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଏବେ ଅପମିଶ୍ରଣ ଜିନିଷର ପେଣ୍ଠସ୍ଥଳୀ ପାଲଟିଛି ରୌପ୍ୟ ନଗରୀ କଟକ। ଦୁଇ ଦିନ ତଳେ କଟକ ଜଗତପୁର ଅଞ୍ଚଳରୁ ଗୋଟିଏ ଅପମିଶ୍ରିତ ସୋୟା ବଡି କମ୍ପାନୀ ଠାବ ହେଇଥିବା ବେଳେ ଆଜି କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ପିଠାପୁର ମୁନ୍ ଲାଇଟ୍ ଗଳିରୁ ଗୋଟିଏ ଅପମିଶ୍ରିତ ଘିଅ କାରଖାନାକୁ ଠାବ କରିଛି ପୁଲିସ।

ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏକ ସ୍ଵତନ୍ତ୍ର ଟିମ୍ ଅଚାନକ ସେହି କାରଖାନା ଉପରେ ଚଢ଼ାଉ କରି ଏହାର ପର୍ଦ୍ଦାଫାସ କରିଛି। ଏହି କାରଖାନାର ମାଲିକ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଘିଅକୁ ଭେଜାଲ ଜାରି ପ୍ୟାକିଂ କରି ବଜାରକୁ ଛାଡ଼ୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ତେବେ ଏଠାରେ ଅପମିଶ୍ରିତ ଘିଅ କିପରି ପ୍ରସ୍ତୁତ କରାଯାଉଥିଲା, ଆଉ ସେସବୁକୁ କେଉଁ କେଉଁ ବ୍ରାଣ୍ଡରେ ବଜାରକୁ ଛଡ଼ା ଯାଉଥିଲା, ତା'ର ତଦନ୍ତ କରୁଛି ପୁଲିସ୍। କେବଳ ସେତିକି ନୁହେଁ ଏହାକୁ ପ୍ରସ୍ତୁତ କରିବା ପାଇଁ କେଉଁ ପ୍ରକାରର କେମିକାଲ ବା ତେଲ ବ୍ୟବହାର କରାଯାଉଥିଲା ତାହାର ଅଧିକ ଖୋଳତାଡ଼ ଜାରି ରଖିଛି ପୁଲିସ।

ତେବେ ଏଠାରେ ପ୍ରସ୍ତୁତ ହୋଇଥିବା ଘିଅର ସାମ୍ପୁଲକୁ ସଂଗ୍ରହ କରି ଲାବୋରେଟରୀକୁ ପଠାଇଛି ପୁଲିସ। ତେବେ ଅପମିଶ୍ରଣ ସାମଗ୍ରୀ ଜବତରେ ଏହା କମିଶନରେଟ୍ ପୁଲିସର ୧୯ତମ ଚଢ଼ାଉ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story