ମହାମାୟାଙ୍କ ପୂଜା ବେଳେ କଟକକୁ ଜଗିବେ ୫୪ ପ୍ଲାଟୁନ୍‌ ଫୋର୍ସ

କଟକ(ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା ଓ ଭସାଣ ଉତ୍ସବ ପାଇଁ କଟକ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ ୫୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥର ୪୦୦ ଅଫିସର, ୨ପ୍ଲାଟୁନ ସିଆର୍ପିଏଫ୍, ଏସ୍ଓଜି, ଓଡ୍ରାଫ ଆଦି ମୁତୟନ ରହିବେ। ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ଓ୍ୱାଇ.ବି. ଖୁରାନିଆ। ଆଜି କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ପୂଜା ନେଇ ପ୍ରସ୍ତୁତି ବୈଠକ ପରେ ଓ୍ୱାଇ.ବି. ଖୁରାନିଆ କହିଛନ୍ତି-“ଚାନ୍ଦି ଓ ସୁନା ମେଢ଼ ମଣ୍ଡପ […]

y.b.khuraniya

y.b.khuraniya

Rakesh Mallick
  • Published: Monday, 25 September 2017
  • Updated: 25 September 2017, 04:07 PM IST

କଟକ(ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା ଓ ଭସାଣ ଉତ୍ସବ ପାଇଁ କଟକ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ ୫୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥର ୪୦୦ ଅଫିସର, ୨ପ୍ଲାଟୁନ ସିଆର୍ପିଏଫ୍, ଏସ୍ଓଜି, ଓଡ୍ରାଫ ଆଦି ମୁତୟନ ରହିବେ। ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ଓ୍ୱାଇ.ବି. ଖୁରାନିଆ।

ଆଜି କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ପୂଜା ନେଇ ପ୍ରସ୍ତୁତି ବୈଠକ ପରେ ଓ୍ୱାଇ.ବି. ଖୁରାନିଆ କହିଛନ୍ତି-“ଚାନ୍ଦି ଓ ସୁନା ମେଢ଼ ମଣ୍ଡପ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସିସିଟିଭି ଲଗାଇବାକୁ ପୂଜା କମିଟି କର୍ମକର୍ତ୍ତାଙ୍କୁ କୁହାଯାଇଛି। ମହିଳାଙ୍କ ସରକ୍ଷା ପାଇଁ ସାଦା ପୋଷାକଧାରୀ ପୋଲିସ ମୁତୟନ ହେବେ।”

ଚଳିତବର୍ଷ ଭଷାଣୀ ଦିନ ମହରମ ପଡ଼ୁଛି। ସେଥିପାଇଁ ଶାନ୍ତିଶୃଙ୍ଖଳା ବଜାଏ ରଖିବାକୁ ଉପୟ ସମ୍ପ୍ରଦାୟକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story