ଦ୍ୱିତୀୟ ଦିନରେ ଭାଷା ଆଇନ କାର୍ଯ୍ୟକାରୀ ଦାବିରେ ଅନଶନ

ଭୁବନେଶ୍ୱର : ଓଡିଶା ସରକାରୀ ଭାଷା ଅଧିନିୟମ ୧୯୫୪ ତୁରନ୍ତ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ଆମରଣ ଅନଶନ ଗୁରୁବାର ସୁଦ୍ଧା ଦ୍ୱିତୀୟ ଦିନରେ ପହଞ୍ଚିଛି। ସମିତିର ରାଜ୍ୟ ଆବାହକ ସଙ୍କଶଣ ପରିଡାଙ୍କ ପୌରହିତ୍ୟରେ ସାହିତ୍ୟିକ ଗଜାନନ ମିଶ୍ର, ମଧୁମିତା ସାମଲ ଓ ସଂଜୀବ ପରିଡାଙ୍କ ସହିତ ସାମ୍ୱାଦିକ ସୁବାଷ ପଟ୍ଟନାୟକ ଏହି ଆମରଣ ଅନଶନରେ ଯୋଗ ଦେଇଥିଲେ। ଦିନ ୧୦ଟାରେ ଏକ ଡାକ୍ତରୀଦଳ ଆସି ଅନଶନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା […]

cbi-new-directer

cbi-new-directer

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 02:05 PM IST

Sports

Latest News

ଭୁବନେଶ୍ୱର : ଓଡିଶା ସରକାରୀ ଭାଷା ଅଧିନିୟମ ୧୯୫୪ ତୁରନ୍ତ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ଆମରଣ ଅନଶନ ଗୁରୁବାର ସୁଦ୍ଧା ଦ୍ୱିତୀୟ ଦିନରେ ପହଞ୍ଚିଛି। ସମିତିର ରାଜ୍ୟ ଆବାହକ ସଙ୍କଶଣ ପରିଡାଙ୍କ ପୌରହିତ୍ୟରେ ସାହିତ୍ୟିକ ଗଜାନନ ମିଶ୍ର, ମଧୁମିତା ସାମଲ ଓ ସଂଜୀବ ପରିଡାଙ୍କ ସହିତ ସାମ୍ୱାଦିକ ସୁବାଷ ପଟ୍ଟନାୟକ ଏହି ଆମରଣ ଅନଶନରେ ଯୋଗ ଦେଇଥିଲେ। ଦିନ ୧୦ଟାରେ ଏକ ଡାକ୍ତରୀଦଳ ଆସି ଅନଶନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏଥିରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ,ଡଃ କାର୍ତ୍ତିକେଶ୍ୱର ପାତ୍ର, ଅନନ୍ତ ସେଠୀ,  ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ, ବିଶିଷ୍ଟ ଲେଖକ ଡଃ ଜଗନ୍ନାଥ ପ୍ରସାଦ ଦାସ, ବିଶିଷ୍ଟ ଭାଷାବିତ  ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ, ସଚେତକ ଅଜୟ ଜେନା, କବି ଅମୀୟ ପାଣ୍ଡବ, କବି ଉମାକାନ୍ତ ରାଉତ,ସାହିତ୍ୟିକା ଡଃ ଶୁଭଶ୍ରୀ ଲେଙ୍କା, ସାମ୍ୱାଦିକ ବରେନ୍ଦ୍ରକୃଷ୍ଣ ଧଳ, ପ୍ରଶାନ୍ତ ପଟ୍ଟନାୟକ, କେନ୍ଦ୍ରସାହିତ୍ୟ ଏକାଡେମୀର ଓଡିଆ ପରାମର୍ଶଦାତା ଡଃ ଗୌରହରି ଦାସ, ସଦସ୍ୟ ବନୋଜ ତ୍ରିପାଠୀ, ଓଡିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଅଶ୍ୱିନୀ କୁମାର ମିଶ୍ର, ସଚିବାଳୟ ଲେଖକ ସଂଘର କାର୍ଯ୍ୟକାରୀ ସଭାପତି ରସାନନ୍ଦ ସାହୁ, ସମ୍ପାଦକ କମଳ କୁମାର ମହାନ୍ତି, ଭୂବନ ମୋହନ ମହାନ୍ତି, ଋତୁପର୍ଣ୍ଣା ମହାନ୍ତି,ଆମ ଓଡିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସିପିଆଇଏମର ସମ୍ପାଦକ ଜନାର୍ଦ୍ଧନ ପତି, ସନ୍ତୋଷ ଦାସ, ଅଳିକିଶୋର ପଟ୍ଟନାୟକ, ଆମ ଆଦମୀ ପାର୍ଟିର ରାଜ୍ୟ ସଂଯୋଜକ ଧନଦାକାନ୍ତ ମିଶ୍ର, ସମାଜବାଦୀପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଦି ରାଜନେତାଗଣ ନିଜ ସମର୍ଥକଙ୍କ ଗହଣରେ ଉପସ୍ଥିତ ରହି ଏହି ଆନ୍ଦୋଳନକୁ ଦୃଢ ସମର୍ଥନ କରିବା ସହିତ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story