ଦ୍ୱିତୀୟ ଓଜେଇଇ ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ମଙ୍ଗଳବାର ପ୍ରକାଶ ପାଇଛି ଦ୍ୱିତୀୟ ଓଜେଇଇ ରେଜଲ୍ଟ। ଓଜେଇଇ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଥିବା ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷାରେ ଯୋଗ୍ୟ ବିବେଚିତ ମୋଟ ୧ ହଜାର ୧୪ ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ କାର୍ଡ ପ୍ରଦାନ କରାଯାଇଛି। ଆସନ୍ତା ୧୨ରୁ ଆରମ୍ଭ ହେବ କାଉନେସେଲିଂ। ମନୋନୀତ ନୋଡାଲ ସେଣ୍ଟରୁକୁ ଯାଇ ଛାତ୍ରଛାତ୍ରୀ ଡକୁମେଣ୍ଟ ଭେରିଫିକେସନ୍ କରିବା ସହ କାଉନସେଲିଂରେ ଭାଗନେଇ ପାରିବେ। ଆସନ୍ତା ୧୪ତାରିଖରେ ଚୁଡାନ୍ତ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ। ରାଜ୍ୟର ଇଞ୍ଜିନିୟରିଂ […]

student-result

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 01:32 PM IST

ଭୁବନେଶ୍ୱର: ମଙ୍ଗଳବାର ପ୍ରକାଶ ପାଇଛି ଦ୍ୱିତୀୟ ଓଜେଇଇ ରେଜଲ୍ଟ। ଓଜେଇଇ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଥିବା ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷାରେ ଯୋଗ୍ୟ ବିବେଚିତ ମୋଟ ୧ ହଜାର ୧୪ ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ କାର୍ଡ ପ୍ରଦାନ କରାଯାଇଛି। ଆସନ୍ତା ୧୨ରୁ ଆରମ୍ଭ ହେବ କାଉନେସେଲିଂ। ମନୋନୀତ ନୋଡାଲ ସେଣ୍ଟରୁକୁ ଯାଇ ଛାତ୍ରଛାତ୍ରୀ ଡକୁମେଣ୍ଟ ଭେରିଫିକେସନ୍ କରିବା ସହ କାଉନସେଲିଂରେ ଭାଗନେଇ ପାରିବେ। ଆସନ୍ତା ୧୪ତାରିଖରେ ଚୁଡାନ୍ତ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ। ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ଖାଲିପଡିଥିବା ସିଟ ପୁରଣ ପାଇଁ ଗତ ୯ତାରିଖରେ ଅନୁଷ୍ଠିତ ହୋଇଥିଲା ଦ୍ବିତୀୟ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ଏମବିଏ, ଏମସିଏ ଓ ଏମବିଏ ଲାଟେରାଲ୍ ଏଣ୍ଟ୍ରି କୋର୍ସରେ ଆଡମିଶନ ପାଇଁ ଏହି ପରୀକ୍ଷା ଦେଇଥିଲେ ପ୍ରାୟ ୧୩ ଶହ ଛାତ୍ରଛାତ୍ରୀ।

Related story