ଧଳସାମନ୍ତ ଭ୍ରାତା ସହଯୋଗୀଙ୍କ ସଂପତ୍ତି ଆଟାଚ୍

ଭୁବବନେଶ୍ୱର(ଓଡ଼ିଶା ରିପୋର୍ଟର): ଧଳସାମନ୍ତ ଭ୍ରାତା ସହଯୋଗୀଙ୍କ ସଂପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମୋଟ୍‌ ୮ କୋଟି ୮୨ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ କରାଯାଇଛି। ସମ୍ପତ୍ତି ଆଟାଚ୍‌ ହୋଇଥିବା ବ୍ୟକ୍ତିମାନେ ହେଲେ ଭାରତ ଭୂଷଣ ସ୍ୱାଇଁ, ଶିବ ଗୋଛି, କୃଷ୍ଣଚନ୍ଦ୍ର ଦାସ, ସଂଗ୍ରାମ ନାଥ, ଶରତ ସାହୁ। ମାତ୍ର ଡି-ବ୍ରଦର୍ସଙ୍କ ସଂପତ୍ତି ଆଟାଚ ହୋଇନାହିଁ।

the-enforcement-directorate

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 07:16 PM IST

Related story