ଆଜି ମହମ୍ମଦଙ୍କ ଜନ୍ମଦିନ

ଭୁବନେଶ୍ୱର: ଆଜି ହେଉଛି ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ। ଏହି ଅବସରରେ ଭୁବନେଶ୍ୱର ୟୁନିଟ ୩ରେ ଥିବା ମସଜିଦ ଓ ସହରରେ ଥିବା ବିଭିନ୍ନ ମସଜିଦରେ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।