ଯୋଗ କରୁଥିବା ବେଳେ ଟଳି ପଡ଼ିଲେ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଯୋଗ କରୁଥିବା ବେଳେ ଟଳିପଡ଼ିଲେ ଜଣେ ବୃଦ୍ଧ। ଏମିତି ଘଟଣା ପାରଳାଖେମୁଣ୍ଡିରେ ଘଟିଛି। ମାତ୍ର ତାଙ୍କ ପରିଚୟ ଜଣାପଡ଼ିନାହିଁ। ଆଜି ସକାଳେ ହାଇଟେକ୍‌ ପ୍ଲାଜା ପଡ଼ିଆରେ ଯୋଗ ଶିବିର ଚାଲିଥିଲା। ଏଥିରେ ଆଖପାଖ ଅଞ୍ଚଳର ପ୍ରାୟ ୧୩୦ରୁ ଅଧିକ ଲୋକ ସାମିଲ୍‌ ହୋଇ ଯୋଗ କରୁଥିଲେ। ଯୋଗ ଚାଲିଥିବା ସମୟରେ ହଠାତ୍‌ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ […]

Elderly-man-dies-while-performing-yoga-at-a-camp-in-Ramnagar-area-of-Paralakhemundi111

Manoranjan Sial
  • Published: Sunday, 17 February 2019
  • Updated: 17 February 2019, 12:57 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଯୋଗ କରୁଥିବା ବେଳେ ଟଳିପଡ଼ିଲେ ଜଣେ ବୃଦ୍ଧ। ଏମିତି ଘଟଣା ପାରଳାଖେମୁଣ୍ଡିରେ ଘଟିଛି। ମାତ୍ର ତାଙ୍କ ପରିଚୟ ଜଣାପଡ଼ିନାହିଁ।

ଆଜି ସକାଳେ ହାଇଟେକ୍‌ ପ୍ଲାଜା ପଡ଼ିଆରେ ଯୋଗ ଶିବିର ଚାଲିଥିଲା। ଏଥିରେ ଆଖପାଖ ଅଞ୍ଚଳର ପ୍ରାୟ ୧୩୦ରୁ ଅଧିକ ଲୋକ ସାମିଲ୍‌ ହୋଇ ଯୋଗ କରୁଥିଲେ। ଯୋଗ ଚାଲିଥିବା ସମୟରେ ହଠାତ୍‌ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story