୧୦ ବର୍ଷରେ ବିଜୁଳି ନେଲାଣି ୧୪୧୫ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଗୋଳନ୍ଥରା ବସ୍‌ ଟ୍ରାଜେଡି ପରେ ରାଜ୍ୟରେ ବିପଦ ସଙ୍କୁଳ ବିଦ୍ୟୁତ୍ ତାରର ରିପୋର୍ଟ ମାଗିଛି ଶକ୍ତି ବିଭାଗ। ତେବେ ବିଡମ୍ବନା, ଏମିତି କୌଣସି ସହର ବା ଗାଁ ନାହିଁ ଯେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ନଥିବ ମୃତ୍ୟୁର ଫାଶ। ରାଜ୍ୟରେ ବିଜୁଳି ଭିତ୍ତିଭୂମି ସଜାଡିବାକୁ ୧୦ବର୍ଷ ତଳୁ ଆରମ୍ଭ ହୋଇଥିବା କାପେକ୍ସ ଯୋଜନା ବାଟ ହୁଡିଥିବା ବେଳେ ଏହି ସମୟ ଭିତରେ ବିଦ୍ୟୁତ ଆଘାତରେ ଗଲାଣି ୧୪ ଶହରୁ ଅଧିକ ଜୀବନ। […]

electricy-take-life

electricy-take-life

Manoranjan Sial
  • Published: Tuesday, 11 February 2020
  • Updated: 11 February 2020, 07:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଗୋଳନ୍ଥରା ବସ୍‌ ଟ୍ରାଜେଡି ପରେ ରାଜ୍ୟରେ ବିପଦ ସଙ୍କୁଳ ବିଦ୍ୟୁତ୍ ତାରର ରିପୋର୍ଟ ମାଗିଛି ଶକ୍ତି ବିଭାଗ। ତେବେ ବିଡମ୍ବନା, ଏମିତି କୌଣସି ସହର ବା ଗାଁ ନାହିଁ ଯେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ନଥିବ ମୃତ୍ୟୁର ଫାଶ। ରାଜ୍ୟରେ ବିଜୁଳି ଭିତ୍ତିଭୂମି ସଜାଡିବାକୁ ୧୦ବର୍ଷ ତଳୁ ଆରମ୍ଭ ହୋଇଥିବା କାପେକ୍ସ ଯୋଜନା ବାଟ ହୁଡିଥିବା ବେଳେ ଏହି ସମୟ ଭିତରେ ବିଦ୍ୟୁତ ଆଘାତରେ ଗଲାଣି ୧୪ ଶହରୁ ଅଧିକ ଜୀବନ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜୁପଟ୍ଟନାୟକ ଛକ ପାଖରେ ରହିଛି ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସ। ଆଉ ସେହି ଘର ଆଗରେ ଯାଇଥିବା ବିଜୁଳି ତାର ମାଟି ଉପରୁ ମାତ୍ର ୩ରୁ ୪ ଫୁଟ ଉଚ୍ଚରେ ଝୁଲୁଛି। ଏଇଥିରେ ବିଜୁଳି ସରବରାହ ବି ହେଉଛି। ହେଲେ ବିଦ୍ୟୁତ ବିଭାଗର ଏଥିପ୍ରତି ନିଘା ନାହିଁ।

ଠିକ୍‌ ସେମିତି ସହର ମୁଖ୍ୟ ରାସ୍ତା ସମ୍ବଲପୁର- ଝାରସୁଗୁଡା ବିଜୁ ଏକ୍ସପ୍ରେସ୍ ୱେ ପାର୍ଶ୍ୱରେ ଯାଇଛି ବିଜୁଳି ତାର। ଟିକେ ଅନ୍ୟମନସ୍କ ହେଲେ ଜୀବନ ଯିବ। ସେହିପରି ସହରର ପ୍ରଗତି ବିହାରରେ ମଧ୍ୟ ବିଦ୍ୟୁତ ତାର ତଳକୁ ଓହଳି ରହିଛି। ହେଲେ ଏଥିପ୍ରତି ବିଦ୍ୟୁତ ବିଭାଗର ନଜର ନାହିଁ। ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସାରା ରାଜ୍ୟରେ ବିପର୍ଯ୍ୟସ୍ତ ବିଜୁଳି ଭିତ୍ତିଭୂମି। ବାତ୍ୟା ‘ଫୋନି’ ପରେ ଭିତ୍ତିଭୂମି ସଜାଡ଼ିବାରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ଏହା ସତ୍ତ୍ୱେ ସୁଧୁରି ପାଳିନି ବିଜୁଳିର ସ୍ଥିତି। ଏବେବି ଢେଙ୍କାନାଳ ସହରର ରାସ୍ତା କଡ଼ରେ ଠିଆ ହୋଇଥିବା ବିଜୁଳି ଖୁଣ୍ଟ। ତାର ଗୁଡ଼ିକ ଓଳିଛି। ଲୁହା ଖୁଣ୍ଟ ଗୁଡ଼ିକ ଭାଙ୍ଗିବାକୁ ବସିଲାଣି। ହାଲ୍‌କା ପବନ ଦେଲେ କେତେବେଳେ ବିଦ୍ୟୁତ ଖୁଣ୍ଟ ଗଳିପଡ଼ିବ, ତାହା କହିହେବ ନାହିଁ। ହେଲେ ଏଥିପ୍ରତି ବିଦ୍ୟୁତ ବିଭାଗ ଧ୍ୟାନ ଦେଉନି।

ବାଲୁଗାଁରେ ଖୋଲା ମେଲାରେ କାମ କରୁଛି ଟ୍ରାନସଫର୍ମର। ବିଜୁଳି ଭିତ୍ତିଭୂମି ସଜାଡିବାକୁ ୨୦୦୯ରେ କାପେକ୍ସ ଯୋଜନାରେ ୨୪ ଶହ କୋଟି ମଂଜୁର ହୋଇଥିଲା। ହେଲେ ବିଡମ୍ବନା ୧୧ ବର୍ଷରେ ଖର୍ଚ୍ଚ ହୋଇଛି ୯ଶହ କୋଟି। ଯାହାକି ବିଜୁଳି ଭିତ୍ତିଭୂମିର ହୁଗୁଳା ଚିତ୍ରକୁ ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story