ମେଡିକାଲ ଯାଉଥିଲେ, ହାତୀ ହାବୁଡ଼ରେ ପଡ଼ିଗଲେ ଯୁବକ

ଢେଙ୍କାନାଳ(ରାଜଶ୍ରୀ ଶତପଥି): ମେଡିକାଲ ଯାଉଥିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଜୀବନ ହାରିଲେ ଯୁବକ। ଏପରି ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଜାମୁଚକଡା ଗ୍ରାମରେ ଘଟିଛି। ମୃତକ ହେଲେ ଜାମୁଚକଡା ଗ୍ରାମର ଦୁର୍ଯ୍ୟୋଧନ ନାୟକ । ଗତକାଲି ବିଳମ୍ବିତ ରାତିରେ ଜରୁରୀ ଚିକିତ୍ସା ପାଇଁ ଦୁର୍ଯ୍ୟୋଧନ ଅନ୍ୟ ଜଣଙ୍କ ସାଙ୍ଗରେ ବାଇକ୍‌ରେ ବସି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଯାଉଥିଲେ। କିନ୍ତୁ ଗାଁଠାରୁ ଅଳ୍ପ ବାଟ ଆସିବା ପରେ ରାସ୍ତାକଡ଼ରେ ଛିଡା […]

hati-1--1

hati-1--1

Niharika Rout
  • Published: Tuesday, 12 May 2020
  • Updated: 12 May 2020, 08:50 AM IST

ଢେଙ୍କାନାଳ(ରାଜଶ୍ରୀ ଶତପଥି): ମେଡିକାଲ ଯାଉଥିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଜୀବନ ହାରିଲେ ଯୁବକ। ଏପରି ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଜାମୁଚକଡା ଗ୍ରାମରେ ଘଟିଛି। ମୃତକ ହେଲେ ଜାମୁଚକଡା ଗ୍ରାମର ଦୁର୍ଯ୍ୟୋଧନ ନାୟକ ।

ଗତକାଲି ବିଳମ୍ବିତ ରାତିରେ ଜରୁରୀ ଚିକିତ୍ସା ପାଇଁ ଦୁର୍ଯ୍ୟୋଧନ ଅନ୍ୟ ଜଣଙ୍କ ସାଙ୍ଗରେ ବାଇକ୍‌ରେ ବସି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଯାଉଥିଲେ। କିନ୍ତୁ ଗାଁଠାରୁ ଅଳ୍ପ ବାଟ ଆସିବା ପରେ ରାସ୍ତାକଡ଼ରେ ଛିଡା ହୋଇଥିବା ହାତୀ ପଲଙ୍କ ହାବୁଡରେ ପଡିଯାଇଥିଲେ। ଜୀବନ ବିକଳରେ ବାଇକ୍‌ ବୁଲାଇ ପଳାଉଥିବାବେଳେ ପଛରେ ବସିଥିବା ଦୁର୍ଯ୍ୟୋଧନଙ୍କୁ ହାତୀ ଶୁଣ୍ଢରେ ଟାଣି ଆଣି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି। ବାଇକ୍‌ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story