ଘରୁ ଟାଣି ନେଇ ପୂଜକଙ୍କୁ କଚାଡ଼ି ଦେଲା ହାତୀ

ଢେଙ୍କାନାଳ(ରାଜଶ୍ରୀ ଶତପଥି): ଢେଙ୍କାନାଳ ସଦର ରେଞ୍ଜର ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଗତକାଲି ଘରୁ ଟାଣି ନେଇ ହାତୀ କଚାଡ଼ି ଦେଇଛି। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ନାଁ ଶ୍ରୀନିବାସ ଦେହୁରି। ତାଙ୍କ ବୟସ ୬୦ ବର୍ଷ। ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏରେ ମଧ୍ୟରେ ଏହି ଘଟଣାଟି ଘଟିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଆଜି ସକାଳେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ବନବିଭାଗ ପକ୍ଷରୁ […]

ppp

ppp

Jitendra Garnayak
  • Published: Wednesday, 19 September 2018
  • Updated: 19 September 2018, 06:04 AM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥି): ଢେଙ୍କାନାଳ ସଦର ରେଞ୍ଜର ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଗତକାଲି ଘରୁ ଟାଣି ନେଇ ହାତୀ କଚାଡ଼ି ଦେଇଛି। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ତାଙ୍କ ନାଁ ଶ୍ରୀନିବାସ ଦେହୁରି। ତାଙ୍କ ବୟସ ୬୦ ବର୍ଷ।

ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏରେ ମଧ୍ୟରେ ଏହି ଘଟଣାଟି ଘଟିଥିଲା।

ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଆଜି ସକାଳେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ବନବିଭାଗ ପକ୍ଷରୁ ତାଙ୍କର ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story