ସ୍କୋର୍ପିଓ ଭାଙ୍ଗିଲା ଦନ୍ତା

କେନ୍ଦୁଝର: ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଜଙ୍ଗଲୀ ହାତୀପଲ ଖାଦ୍ୟ ଅନୁସନ୍ଧାନରେ ଗାଁକୁ ପଶି ଆସୁଛନ୍ତି। କେଉଁଠି ଘର ଭାଙ୍ଗି ଦେଉଛନ୍ତି ତ କେଉଁଠି ଧାନକ୍ଷେତରେ ପଶି ଫସଲ ନଷ୍ଟ କରିଦେଉଥିବା ଅଭିଯୋଗ ଆସୁଛି। ହାତୀପଲକୁ ଗୋଡ଼ାଇବା ପାଇଁ  ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହିପରି ସମାନ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ରଗଡ଼ି ସାହିରେ ଏକ ଦନ୍ତା ହାତୀ ପଶି  ଏକ ସ୍କୋର୍ପିଓ ଗାଡ଼ିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।  ସ୍ଥାନୀୟ ଲୋକେ ହାତୀଟିକୁ ଘଉଡ଼ାଇ ଦେବାରୁ ତାହା ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି।

ଗତ ଶନିବାର କାଳିଆବେଡ଼ାରେ ହାତୀ ଜଣେ ବ୍ୟକ୍ତିଙ୍କୁ ଦଳି ଦେଇଥିଲା।

Ordigital Desk
• Published: Monday, 11 December 2017
• Updated: 11 December 2017, 10:24 AM IST

Sports

Latest News

କେନ୍ଦୁଝର: ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଜଙ୍ଗଲୀ ହାତୀପଲ ଖାଦ୍ୟ ଅନୁସନ୍ଧାନରେ ଗାଁକୁ ପଶି ଆସୁଛନ୍ତି। କେଉଁଠି ଘର ଭାଙ୍ଗି ଦେଉଛନ୍ତି ତ କେଉଁଠି ଧାନକ୍ଷେତରେ ପଶି ଫସଲ ନଷ୍ଟ କରିଦେଉଥିବା ଅଭିଯୋଗ ଆସୁଛି। ହାତୀପଲକୁ ଗୋଡ଼ାଇବା ପାଇଁ  ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହିପରି ସମାନ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ରଗଡ଼ି ସାହିରେ ଏକ ଦନ୍ତା ହାତୀ ପଶି  ଏକ ସ୍କୋର୍ପିଓ ଗାଡ଼ିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।  ସ୍ଥାନୀୟ ଲୋକେ ହାତୀଟିକୁ ଘଉଡ଼ାଇ ଦେବାରୁ ତାହା ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି।

ଗତ ଶନିବାର କାଳିଆବେଡ଼ାରେ ହାତୀ ଜଣେ ବ୍ୟକ୍ତିଙ୍କୁ ଦଳି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos