କୋଲକାତା (ଓଡ଼ିଶା ରିପୋର୍ଟର): ଗଜରାଜଙ୍କୁ ମୃତ୍ୟୁସମ ଯନ୍ତ୍ରଣା ଦେଲା ଯନ୍ତ୍ର ଦାନବ ଟ୍ରେନ୍ ଧକ୍କାରେ ଗୁରୁତର ହେଲା ହାତୀ। ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏ ଦୃଶ୍ୟ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳର । ହାତୀଟି ରେଳ ଲାଇନ ପାର ହେଉଥିବା ବେଳେ ଏହାକୁ ସିଲିଗୁଡ଼ି-ଧୁବୁରୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଗୁରୁତର ହାତୀଟି ଯନ୍ତ୍ରଣାରେ ଛଟପଟ ହେବା ସହ ଲାଇନ ଉପରୁ ହଟି ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲା ।
ସେପଟେ ଧକ୍କା ଦେବା ପରେ ଟ୍ରେନ ବି ସେଇଠି ଅଟକି ରହିଥିଲା। ଏ ଦୃଶ୍ୟକୁ ସେଠାରେ ଉପସ୍ଥିତ କିଛି ଲୋକ ମୋବାଇଲ କ୍ୟାମେରାରେ ତୋଳି ଧରିଥିଲେ। କିଛି ସମୟର ସଂଘର୍ଷ ପରେ ହାତୀଟି ରେଳ ଲାଇନ ଉପରୁ ହଟିଯିବାରେ ସକ୍ଷମ ହୋଇଥିଲେ ବି ଅତି ଗୁରୁତର ଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କୁ ପିଟିଲା ପୁଲିସ୍, ମାଡ଼ କଲା ପାଣି
ବାପୁ ପରୀକ୍ଷା ପରିସର ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ କରି ହଜାର ହଜାର ଶିକ୍ଷାର୍ଥୀ ୧୦ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି।
Politics
ଅଖିଲେଶ ଯାବଦଙ୍କ ବଡ଼ ଦାବି: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତଳେ ରହିଛି ଶିବଲିଙ୍ଗ
ଉତ୍ତର ପ୍ରଦେଶରେ ଏବେ ପ୍ରତ୍ନତତ୍ତ୍ୱ ବିଭାଗର ସର୍ଭେକୁ ନେଇ ରାଜନୀତିକ ବିବାଦ ଚାଲିଥିବା ବେଳେ ଅଖିଲେଶଙ୍କ ବୟାନ ସାମ୍ନାକୁ ଆସିଛି।
Politics
ସାଂଘାତିକ ଅଭିଯୋଗ ଆଣି ଜୀବନ ହାରିଲେ ଯୁବ କଣ୍ଟ୍ରାକ୍ଟର: ବିଜେପି ଟାର୍ଗେଟରେ କଂଗ୍ରେସ
ଗୁରୁବାର ୨୬ ବର୍ଷୀୟ ସଚିନ ପଞ୍ଚଲ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ୭ ପୃଷ୍ଠାର ସୁଇସାଇଡ ନୋଟ ଛାଡ଼ି ଯାଇଛନ୍ତି।
National
ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ: ଶାରୀରିକ ସମ୍ପର୍କର ଅର୍ଥ ଯୌନ ନିର୍ଯାତନା ନୁହେଁ
ପୀଡ଼ିତା ଜଣଙ୍କ ଶାରୀରିକ ସମ୍ପର୍କ ଶବ୍ଦର ବ୍ୟବହାର କରିଛନ୍ତି। କିନ୍ତୁ ଏହାକୁ ବ୍ୟବହାର କରି ସେ କ’ଣ କହିବାକୁ ଚାହୁଁଛନ୍ତି, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ୁନି।
Viral
ଶୀତ ରାତିରେ ପ୍ଲାଟଫର୍ମରେ ଶୋଇଥିଲେ ଲୋକେ, ପାଣି ମାଡ଼ କଲେ ସଫେଇ କର୍ମଚାରୀ
ବିଳମ୍ବିତ ରାତିରେ ସଫେଇ କର୍ମଚାରୀମାନେ କେମିତି ପାଣି ପକାଇ ସଫା ନାଁରେ ଲୋକଙ୍କୁ ହଇରାଣ କରୁଛନ୍ତି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।