ରାତିରେ ଶୋଇଥିଲେ, ଦଳିଦେଲା ହାତୀ

ଖୋର୍ଦ୍ଧା (ବଳରାମ ଲେଙ୍କା ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଗତ ରାତିରେ ୨ ଜଣଙ୍କୁ ଦଳି ମାରିଦେଇଛି ହାତୀ  ମୃତକଦ୍ୱୟ ହେଲେ ହଜ୍ ଗାଁର ବଂଶୀଧର ଛୁଆଳ ସିଂହ ଓ କଲରାଝର ଗାଁର ସନାତନ ପ୍ରଧାନ । ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗ୍ରାମବାସୀ ଶୋଇଥିବା ବେଳେ ହାତୀ […]

hati

hati

Niharika Rout
  • Published: Saturday, 18 January 2020
  • Updated: 18 January 2020, 10:09 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଗତ ରାତିରେ ୨ ଜଣଙ୍କୁ ଦଳି ମାରିଦେଇଛି ହାତୀ  ମୃତକଦ୍ୱୟ ହେଲେ ହଜ୍ ଗାଁର ବଂଶୀଧର ଛୁଆଳ ସିଂହ ଓ କଲରାଝର ଗାଁର ସନାତନ ପ୍ରଧାନ ।

ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗ୍ରାମବାସୀ ଶୋଇଥିବା ବେଳେ ହାତୀ ଏହି ୨ଟି ଗାଁରେ ପଶି ଉତ୍ପାତ ରଚିଥିଲା। ଏହାପରେ ବଂଶୀଧର ଓ ସନାତନଙ୍କ ଘର ଭାଙ୍ଗି ଦେଇ ସେମାନଙ୍କୁ ପାଦରେ ଦଳି ଦେଇଥିଲା।  ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story