ମଣିଷ ମାରି ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ହାତୀ, ବନ ବିଭାଗ କର୍ମଚାରୀଙ୍କୁ ପିଟିଲେ ଗାଁ ଲୋକେ

ଆଠଗଡ଼(ନୀଳକଣ୍ଠ ଦୋରା)ବଢ଼ୁଛି ହାତୀ-ମଣିଷ ଲଢ଼େଇ। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ’ ଆଉ କେତେବେଳେ ହାତୀ ଟଳି ପଡ଼ୁଛି। ତେବେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ହାତୀ ଜଣଙ୍କୁ ମାରି ତାକୁ ଦୁଇ ଫାଳ କରିଦେଇଛି। ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେବା ସହ ବନବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି ଲୋକେ । ଏମିତି ଏକ ଘଟଣା ଆଠଗଡ ବନଖଣ୍ଡ ଅନ୍ତର୍ଗତ ତିଗିରିଆ ରେଂଜ ଅନ୍ତର୍ଗତ ହରିଡାପଶି ଗାଁରେ ଘଟିଛି। ହାତୀ ଆକ୍ରମଣରେ ମୃତ୍ୟୁ […]

p-90

p-90

Tapas Behera
  • Published: Saturday, 15 June 2019
  • Updated: 15 June 2019, 06:01 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା)ବଢ଼ୁଛି ହାତୀ-ମଣିଷ ଲଢ଼େଇ। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ’ ଆଉ କେତେବେଳେ ହାତୀ ଟଳି ପଡ଼ୁଛି। ତେବେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ହାତୀ ଜଣଙ୍କୁ ମାରି ତାକୁ ଦୁଇ ଫାଳ କରିଦେଇଛି। ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେବା ସହ ବନବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି ଲୋକେ । ଏମିତି ଏକ ଘଟଣା ଆଠଗଡ ବନଖଣ୍ଡ ଅନ୍ତର୍ଗତ ତିଗିରିଆ ରେଂଜ ଅନ୍ତର୍ଗତ ହରିଡାପଶି ଗାଁରେ ଘଟିଛି। ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣକ ହେଲେ କାଳିଆ ବେହେରା (40)।

ଅଜି ସକାଳୁ ଶୌଚ ପାଇଁ ଯାଇଥିବା ସମୟରେ ହାତୀସହ ମୁହାଁମୁହିଁ ହୋଇଥିଲା। ପରିସ୍ଥିତି ଏଭଳି ହେଲା ଯେ, ହାତୀଟି କାଳିଆଙ୍କୁ ଦୁଇଫାଳ କରିଦେଲା । ଆଉ ଅଣ୍ଟା ଠାରୁ ଦୁଇଖଣ୍ଡ ହୋଇଗଲା କାଳିଆର ଶରୀର। ଅନ୍ୟପଟେ ଭୋରୁ ଘଟଣାଟି ଘଟିଥିଲେ ମଧ୍ୟ ବନବିଭାଗକୁ ସ୍ଥାନୀୟ ଲୋକେ ଖବର ଦେବା ସତ୍ୱେ ବନବିଭାଗ ରେଞ୍ଜର ବିଳମ୍ବରେ ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲଲା। ଦୀର୍ଘ ସମୟ ଧରି ଦେଖା ନମିଳିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ରେଞ୍ଜରକୁ ଆକ୍ରମଣ କରିବା ସହ ଅଟକ ରଖିଥିଲେ ଗ୍ରାମବାସୀ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ପରିବାରରୁ ଜଣକୁ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ଶବ ବ୍ୟବଚ୍ଛେଦ ପାଇଁ ଲୋକେ ଛାଡିଥିଲେ। ଆଠଗଡ ତିଗିରିଆ ହରିଡାପଶି ଗାଁର ଏହି ଘଟଣା ନୂଆ ନୁହେଁ । ପୂର୍ବରୁ ଏହି ଗାଁରେ ଆମ୍ବ ତୋଳିବାକୁ ଯାଇ ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story