ଶାବକକୁ ଖଣ୍ଡଖଣ୍ଡ କରି ଫିଙ୍ଗିଦେଲା ମା’ ହାତୀ

ତେଲକୋଇ(ଚିନ୍ମୟ କୁମାର ସାହୁ): ଏକ ମା ହାତୀ ତା’ ମୃତ ଶାବକକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଛାମୁଣ୍ଡା ଓ ଲୋକନାଥପୁର ଗାଁ ମଝିରେ ଥିବା ବାଉଁଶଜୋରି ନାଳ ନିକଟ ଗଲମୁଣ୍ଡା ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ କେଉଁଥି ପାଇଁ ମା’ ହାତୀଟି ଏପରି ଆଚରଣ ଦେଖାଇଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ଘଟଣାଟି ଗତ ୨୧ ତାରିଖରେ ଘଟିଥିବା ବେଳେ ଆଜି ଏସମ୍ପର୍କରେ ଜଣାପଡ଼ିଛି। ବନ […]

elephant

elephant

Niranjan Mishra
  • Published: Saturday, 24 December 2022
  • Updated: 24 December 2022, 08:55 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ଏକ ମା ହାତୀ ତା’ ମୃତ ଶାବକକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଛାମୁଣ୍ଡା ଓ ଲୋକନାଥପୁର ଗାଁ ମଝିରେ ଥିବା ବାଉଁଶଜୋରି ନାଳ ନିକଟ ଗଲମୁଣ୍ଡା ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ କେଉଁଥି ପାଇଁ ମା’ ହାତୀଟି ଏପରି ଆଚରଣ ଦେଖାଇଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ଘଟଣାଟି ଗତ ୨୧ ତାରିଖରେ ଘଟିଥିବା ବେଳେ ଆଜି ଏସମ୍ପର୍କରେ ଜଣାପଡ଼ିଛି।

ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି, ଗତ ୨୧ ତାରିଖରେ ଛାମୁଣ୍ଡା ସାହି ପାଖରେ ମୃତଦେହ ପରି ଦେଖାଯାଉଥିବା ଜିନିଷକୁ ଏକ ମାଈ ହାତୀ ଗୋଇଠା ମାରୁଥିବା ଓ ଟେକି କଚାଡୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼ ଦେଖି ମା ହାତୀ ମୃତଦେହକୁ ଧରି ଗେଲମୁଣ୍ଡା ଜଙ୍ଗଲକୁ ପଶିଯାଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଓ ସ୍ଥାନୀୟ ପୁଲିସ ପହଞ୍ଚି ଥିଲେ। ହାତୀକୁ ନିରୀକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ଡ୍ରୋନ ବ୍ୟବହାର କରାଯାଇଥିଲା।

କିନ୍ତୁ ମୃତଦେହ ପରି ଦେଖାଯାଉଥିବା ବସ୍ତୁକୁ ଠାବ କରାଯାଇ ପାରିନଥିଲା। ୮ ଘଣ୍ଟା ପରେ ହାତୀଟି ଜଙ୍ଗଲରୁ ଅନ୍ୟ ସ୍ଥାନକୁ ଚାଲିଯିବା ପରେ ଜଙ୍ଗଲ ସାରା ଛୋଟ ଛୋଟ ମାଂସ ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ବର ଗଛ ମୂଳରେ ହାତୀଟି ପ୍ରସବ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମାଂସ ଖଣ୍ଡ ଗୁଡିକୁ ସଂଗ୍ରହ କରି ବନବିଭାଗ ଫରେନସିକ ଲ୍ୟାବକୁ ପଠାଇଥିଲା। ଏହା ଏକ ହାତୀ ଛୁଆ, ଯାହା ସମୟ ପୂର୍ବରୁ ଜନ୍ମ ହୋଇଥିଲା ବୋଲି ପରୀକ୍ଷାରୁ ଜଣାପଡିଛି।

ଏ ସମ୍ପର୍କରେ କେନ୍ଦୁଝର ଡିଏଫ୍‌ଓ ଟ୍ୱିଟ କରି ମଧ୍ୟ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ସମୟ ପୂର୍ବରୁ ଅର୍ଥାତ୍ ମା’ ହାତୀଟି ୬ ମାସର ଅପ୍ରାପ୍ତ ହାତୀ ଭ୍ରୁଣ ଜନ୍ମ ଦେଇଥିଲା। ସାଧାରଣତଃ ଛୁଆ ଜନ୍ମ ଦେବା ପରେ ତାକୁ ପ୍ରକୃସ୍ଥିତ କରିବାକୁ ମା’ ହାତୀ ଗୋଇଠା ମରିଥାନ୍ତି। ଶୁଣ୍ଢରେ ଟେକିଥାନ୍ତି। ମା’ ହାତୀଟି ଅପ୍ରାପ୍ତ ଶାବକ ଜନ୍ମ ଦେବା ପରେ ସମାନ ଆଚରଣ କରିଥିଲା। ଏପରି କରିବାରୁ ଜଙ୍ଗଲ ସାରା ଶାବକର ମାଂସ ବିଛାଡି ହୋଇ ପଡିଥିଲା।

ତେବେ ସମୟ ପୂର୍ବରୁ ହାତୀଟି କେଉଁ ପରିସ୍ଥିତିରେ ଅପ୍ରାପ୍ତ ଶାବକ ଜନ୍ମ ଦେଲା ତାହା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story