ଜଙ୍ଗଲରୁ ମିଳିଲା ୨ ହାତୀଙ୍କ ଦରପୋଡ଼ା କଙ୍କାଳ

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ଜଙ୍ଗଲରୁ ମିଳିଛି ୨ ଦରପୋଡ଼ା ହାତୀଙ୍କ କଙ୍କାଳ। ଆଜି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍) ଟିମ୍ ହାତରେ ଲାଗିଛି ଏହି ହାତୀ କଙ୍କାଳ। ସମ୍ବଲପୁର ଜିଲ୍ଲା ଧମା ରେଞ୍ଜ ଅନ୍ତର୍ଗତ ତବଲଇ-ଦେଓଗାଁ ସଂରକ୍ଷିତ ଜଙ୍ଗଲ ପାଖରେ ପ୍ରଥମ ହାତୀ କଙ୍କାଳ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ କଙ୍କାଳ ଏହି ରେଞ୍ଜ ଅନ୍ତର୍ଗତ କଲୋଗାଁ ସଂରକ୍ଷିତ ଜଙ୍ଗଲରେ ମିଳିଛି। ପ୍ରଥମ ସ୍ଥାନରେ ଜଙ୍ଗଲରୁ ଗୋଟିଏ ସ୍ଥାନରେ ପଡ଼ିଥିବା ଦରପୋଡ଼ା ହାତୀ କଙ୍କାଳ ନମୁନା ସଂଗ୍ରହ କରାଯାଇଥିବା […]

elephant

elephant

Niranjan Mishra
  • Published: Sunday, 24 July 2022
  • Updated: 24 July 2022, 06:37 PM IST

Sports

Latest News

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ଜଙ୍ଗଲରୁ ମିଳିଛି ୨ ଦରପୋଡ଼ା ହାତୀଙ୍କ କଙ୍କାଳ। ଆଜି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍) ଟିମ୍ ହାତରେ ଲାଗିଛି ଏହି ହାତୀ କଙ୍କାଳ। ସମ୍ବଲପୁର ଜିଲ୍ଲା ଧମା ରେଞ୍ଜ ଅନ୍ତର୍ଗତ ତବଲଇ-ଦେଓଗାଁ ସଂରକ୍ଷିତ ଜଙ୍ଗଲ ପାଖରେ ପ୍ରଥମ ହାତୀ କଙ୍କାଳ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ କଙ୍କାଳ ଏହି ରେଞ୍ଜ ଅନ୍ତର୍ଗତ କଲୋଗାଁ ସଂରକ୍ଷିତ ଜଙ୍ଗଲରେ ମିଳିଛି।

ପ୍ରଥମ ସ୍ଥାନରେ ଜଙ୍ଗଲରୁ ଗୋଟିଏ ସ୍ଥାନରେ ପଡ଼ିଥିବା ଦରପୋଡ଼ା ହାତୀ କଙ୍କାଳ ନମୁନା ସଂଗ୍ରହ କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ମାଟି ଖାଳି ହାତୀ କଙ୍କାଳ ନମୁନା ସଂଗ୍ରହ କରାଯାଇଛି। ଏହାକୁ ଫରେନସିକ୍ ଯାଞ୍ଚ ନିମନ୍ତେ କ୍ରାଇମବ୍ରାଞ୍ଚ ପଠାଇଛି।

ଏନେଇ ଧମା ରେଞ୍ଜ ଡେପୁଟି ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ମହନ୍ତ କହିଛନ୍ତି, ପ୍ରାୟ ୬ ମାସ ତଳେ ଏହି ଦୁଇଟି ହାତୀଙ୍କୁ ଶିକାର ପରେ ପୋଡ଼ି ମାରି ଦିଆଯାଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରୁ ମିଳିଥିବା ଦରପୋଡ଼ା କାଠ ଓ ହାଡ଼ ଜବତ କରାଯାଇ ଯାଞ୍ଚ ନିମନ୍ତେ ନିଆଯାଇଛି।

ଏହି ଘଟଣା ପାଇଁ ବନବିଭାଗ କର୍ମଚାରୀମାନେ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମାଲିକ। ସେ କହିଛନ୍ତି, ଏହି ହାତୀମାନଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପିସିସିଫ୍‌ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ହୋଇଛି।ଏସ୍‌ଆଇଟି ସହ ପୁଲିସ ଓ ବନ ବିଭାଗ ଟିମ୍ ଘନ ଜଙ୍ଗଲରେ ବୁଲି ତଦନ୍ତ କରୁଥିବା ବେଳେ ଡିଏଫ୍‌ଓ ଘଟଣାସ୍ଥଳକୁ ଆସିଲେ ନାହିଁ। ହାତୀମାନଙ୍କ ପୋଡ଼ିବାରେ କାଠ ସହ ନିଶ୍ଚୟ ପେଟ୍ରୋଲ କିମ୍ବା କିରୋସିନୀ ବ୍ୟବହାର ହୋଇଥିବ। ଶିକାରୀ ଦାନ୍ତ ନେବା ପରେ ଏଭଳି କାଣ୍ଡ ଘଟାଇଛନ୍ତି। ଯାଞ୍ଚ ପରେ ଏହା ଜଣାପଡ଼ିବ। ତେବେ ଶିକାରୀ ଓ ଜଙ୍ଗଲ ବିଭାଗ କର୍ମଚାରୀ ମିଳିତ ଭାବେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story