ଇଡି ହାତକୁ ଗଲା ହାତୀ ଦାନ୍ତ ଓ କଲରାପତରିଆ ବାଘ ଛାଲ ସ୍ମଗଲିଂ ମାମଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ହାତୀ ଦାନ୍ତ, କଲରାପତରିଆ ବାଘ ଛାଲ ସ୍ମଗଲିଂ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ୨୦୨୦ରୁ ୨୦୨୧ ଭିତରେ ହୋଇଥିବା ୪ଟି ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗ୍ରହଣ କରିଛି। ଏହାସହ ଏହି ୪ଟି ମାମଲାର ୪ ଅଭିଯୁକ୍ତଙ୍କୁ ଇଡି ସମନ କରିଛି। କେଉଁଠୁ ଓ କେମିତି ଏମାନେ ହାତୀ ଦାନ୍ତ ଓ ବାଘ ଛାଲ ଆଣୁଥିଲେ। ଏହାସହ କେତେ ଟଙ୍କାରେ ଏସବୁକୁ ବିକ୍ରି କରୁଥିଲେ ତାହାର ତଦନ୍ତ […]

elephant-teeth-and-tiger-sk

elephant-teeth-and-tiger-sk

Ranjit Kumar Jena
  • Published: Tuesday, 24 August 2021
  • Updated: 24 August 2021, 09:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ହାତୀ ଦାନ୍ତ, କଲରାପତରିଆ ବାଘ ଛାଲ ସ୍ମଗଲିଂ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ୨୦୨୦ରୁ ୨୦୨୧ ଭିତରେ ହୋଇଥିବା ୪ଟି ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗ୍ରହଣ କରିଛି। ଏହାସହ ଏହି ୪ଟି ମାମଲାର ୪ ଅଭିଯୁକ୍ତଙ୍କୁ ଇଡି ସମନ କରିଛି।

କେଉଁଠୁ ଓ କେମିତି ଏମାନେ ହାତୀ ଦାନ୍ତ ଓ ବାଘ ଛାଲ ଆଣୁଥିଲେ। ଏହାସହ କେତେ ଟଙ୍କାରେ ଏସବୁକୁ ବିକ୍ରି କରୁଥିଲେ ତାହାର ତଦନ୍ତ କରିବ ଇଡି। ରାଜ୍ୟରେ ବାରମ୍ବାର ବାଘ ଛାଲ ରାକେଟ ଧରା ପଡ଼ୁଥିବାରୁ ଏହାର ତଦନ୍ତ ଦାୟିତ୍ୱ ଇଡି ନେଇଥିବା ସୂଚନା ମିଳିଛି।

ଅନ୍ୟପଟେ ଆଜି କଳାହାଣ୍ଡି କେଗାଁ ରେଞ୍ଜ୍ ଅଞ୍ଚଳ ଟିଙ୍ଗିରିପଦରରେ ଜଣେ ବ୍ୟକ୍ତିଙ୍କଠାରୁ ବାଘ ଛାଲ ଓ ନଖ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ବୋଲି ଜଣାପଡିଛି। ଟିଙ୍ଗିରିପଦରଠାରେ ବାଘଛାଲ ବିକ୍ରି ହେଉଥିବା ଖବର ପାଇ ବନ ବିଭାଗ ଟିମ୍ ରେଡ୍ କରିଥିଲା।

ରାଜ୍ୟରେ ବର୍ଷେ ଭିତରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧୫ରୁ ଅଧିକ କଲରାପତରିଆ ବାଘ ଚମଡ଼ା, ୯ଟି ହାତୀଦାନ୍ତ, ୪ଟି ଜୀବନ୍ତ ବଜ୍ରକାପ୍ତା, ୧୩ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ଏହି ଘଟଣାରେ ୩୨ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story