ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।  ଆଗରପଡ଼ା ଅଞ୍ଚଳର ପାଟକନା ଓ ରାଉତରାୟ ଗାଡ଼ିଆରେ ଦୁଇଟି ହାତୀ ବୁଲୁଛନ୍ତି। ରାତିରେ ଗାଁରେ ପଶି ତିନୋଟି ଘର ଭାଙ୍ଗି ଦେବା ସହ ବିଭିନ୍ନ ଜିନିଷ ପତ୍ର ମଧ୍ୟ ନଷ୍ଟ କରି ଦେଉଛନ୍ତି। ଏନେଇ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗର ୧୦ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ସପୁରୀ, ଆମ୍ବ […]

888888888

888888888

Tapaswini Nayak
  • Published: Monday, 25 May 2020
  • Updated: 25 May 2020, 09:43 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।  ଆଗରପଡ଼ା ଅଞ୍ଚଳର ପାଟକନା ଓ ରାଉତରାୟ ଗାଡ଼ିଆରେ ଦୁଇଟି ହାତୀ ବୁଲୁଛନ୍ତି। ରାତିରେ ଗାଁରେ ପଶି ତିନୋଟି ଘର ଭାଙ୍ଗି ଦେବା ସହ ବିଭିନ୍ନ ଜିନିଷ ପତ୍ର ମଧ୍ୟ ନଷ୍ଟ କରି ଦେଉଛନ୍ତି। ଏନେଇ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ବନ ବିଭାଗର ୧୦ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ସପୁରୀ, ଆମ୍ବ ଓ ପଣସ ଭଳି ଫଳ ଖାଇବା ଲାଗି ଏହି ଦୁଇଟି ହାତୀ ଗାଁକୁ ପଳାଇ ଆସିଥିବା କୁହାଯାଉଛି।  ଖାଦ୍ୟ ଅନ୍ୱେଷଣରେ ସେମାନେ ହଦଗଡ଼ ଜଙ୍ଗଲରୁ ପଳାଇ ଆସିଥିବା ଜଣାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story