ଲକ୍‌ଡାଉନ୍‌: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ମିଳିବ ରିହାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପାଇଁ ରାଜସ୍ୱ ଚିନ୍ତା। ଏପ୍ରିଲ, ମେରେ ବିଲ୍ ପୈଠ ବେଳେ ଘରୋଇ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ରିହାତି। ଅତିରିକ୍ତ ୪% ରିହାତି ଦେବାକୁ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ  ପକ୍ଷରୁ ଘୋଷଣା କରାଯାଇଛି। ଲକ୍ ଡାଉନ୍ ପାଇଁ ରାଜସ୍ୱ କମିବା ଆଶଙ୍କାରେ ରିହାତି ଘୋଷଣା କରାଯାଇଛି। ସେସୁ, ନେସ୍କୋ, ସାଉଥ୍‌କୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। OERC ରେଗୁଲେସନ୍-୨୦୨ ଅନୁସାରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

light-2222-750x430

Tapas Behera
  • Published: Thursday, 16 April 2020
  • , Updated: 16 April 2020, 09:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପାଇଁ ରାଜସ୍ୱ ଚିନ୍ତା। ଏପ୍ରିଲ, ମେରେ ବିଲ୍ ପୈଠ ବେଳେ ଘରୋଇ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ରିହାତି। ଅତିରିକ୍ତ ୪% ରିହାତି ଦେବାକୁ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ  ପକ୍ଷରୁ ଘୋଷଣା କରାଯାଇଛି।

ଲକ୍ ଡାଉନ୍ ପାଇଁ ରାଜସ୍ୱ କମିବା ଆଶଙ୍କାରେ ରିହାତି ଘୋଷଣା କରାଯାଇଛି। ସେସୁ, ନେସ୍କୋ, ସାଉଥ୍‌କୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। OERC ରେଗୁଲେସନ୍-୨୦୨ ଅନୁସାରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

Related story