ପୁରୀରେ ଏନ୍‌କାଉଣ୍ଟର

ପୁରୀ(ପ୍ରଦୀପ ମହାନ୍ତି):ପୁରୀରେ ଏନକାଉଣ୍ଟର। ଅପରାଧୀକୁ ଧରିବାକୁ ଯାଇ ପୁଲିସ କରିଛି ଏନ୍‌କାଉଣ୍ଟର। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଳବଣିଆ ଥାନା କୁମୁଟି ପାଟଣା ଅଂଚଳରେ  ରାକେଶ କୁମାରଙ୍କୁ ଗୁଳିମାଡ ହୋଇଥିଲା। ଅଭିଯୁକ୍ତମାନେ ରାକେଶକୁ  ପ୍ରଥମେ ସିଦ୍ଧମହାବୀର ମଣ୍ଡପ ନିକଟରେ ଦୁଇରାଉଣ୍ଡ ଗୁଳିମାଡ କରିଥିଲେ। ପରେ ସମ୍ପୃକ୍ତ ଦୁର୍ବୃତ୍ତ ରାକେଶଙ୍କୁ ବାଇକ୍ରେ ବସାଇ ନେଇ ପୁଣି ଥରେ କୁମୁଟିପାଟଣାରେ ଆଉ ଦୁଇରାଉଣ୍ଡ ଗୁଳିମାଡ କରିଥିଲେ। ଏହି ଘଟଣାରେ ରାକେଶ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। […]

789-9

Tapas Behera
  • Published: Tuesday, 12 March 2019
  • , Updated: 12 March 2019, 01:03 PM IST

ପୁରୀ(ପ୍ରଦୀପ ମହାନ୍ତି):ପୁରୀରେ ଏନକାଉଣ୍ଟର। ଅପରାଧୀକୁ ଧରିବାକୁ ଯାଇ ପୁଲିସ କରିଛି ଏନ୍‌କାଉଣ୍ଟର। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଳବଣିଆ ଥାନା କୁମୁଟି ପାଟଣା ଅଂଚଳରେ  ରାକେଶ କୁମାରଙ୍କୁ ଗୁଳିମାଡ ହୋଇଥିଲା। ଅଭିଯୁକ୍ତମାନେ ରାକେଶକୁ  ପ୍ରଥମେ ସିଦ୍ଧମହାବୀର ମଣ୍ଡପ ନିକଟରେ ଦୁଇରାଉଣ୍ଡ ଗୁଳିମାଡ କରିଥିଲେ।

ପରେ ସମ୍ପୃକ୍ତ ଦୁର୍ବୃତ୍ତ ରାକେଶଙ୍କୁ ବାଇକ୍ରେ ବସାଇ ନେଇ ପୁଣି ଥରେ କୁମୁଟିପାଟଣାରେ ଆଉ ଦୁଇରାଉଣ୍ଡ ଗୁଳିମାଡ କରିଥିଲେ। ଏହି ଘଟଣାରେ ରାକେଶ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ଅଭିଯୁକ୍ତ ଜଣଙ୍କ ପିଛା କରି ଏନ୍‌କାଉଣ୍ଟର କରିଥିଲା।

 

Related story