ସାଇଭକ୍ତଙ୍କ ଅନୁଭୂତି ଉପରେ ଆଧାରିତ ‘ଶ୍ରଦ୍ଧା ସବୁରୀ’ର ଇଂରାଜୀ ଅନୁବାଦ ପୁସ୍ତକ ପୂଜନ

<p>ଭୁବନେଶ୍ୱର:ସାଇଭକ୍ତଙ୍କ ଅନୁଭୂତି ଉପରେ ଆଧାରିତ &lsquo;ଶ୍ରଦ୍ଧା ସବୁରୀ&rsquo; ର ଇଂରାଜୀ ଅନୁବାଦ ପୁସ୍ତକର ପୂଜନ ଉତ୍ସବ ଭୁବନେଶ୍ୱର ଇନଫୋସିସ୍ ଛକଠାରେ ଥିବା ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଛି । ଅଣ ଓଡିଆ ପାଠକ ପାଠିକାଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ପ୍ରକାଶ ପାଇଛି।&nbsp; ପୁସ୍ତକର&nbsp; ଇଂରାଜୀ ଅନୁବାଦ ସି.ଆର ଦାସ କରିଥିବା ବେଳେ ରଶ୍ମିରେଖା ରଥ ଏହାର ସଂପାଦନା କରିଛନ୍ତି। &nbsp;ଏହି ପୂଜନ ଉତ୍ସବରେ ପୁସ୍ତକର ସଂପାଦିକା ରଶ୍ମିରେଖା ରଥ , ଅନୁବାଦକ ସି.ଆର୍. ଦାସ , ଓଡିଶା ଟେଲିଭିଜନ ଲିମିଟେଡ(ଓଟିଭି)ର ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା, ଓରଟେଲ କମୁନିକେସନ୍&zwnj; ସିଇଓ ବିଭୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।</p>

Ordigital Desk
  • Published: Monday, 13 November 2017
  • Updated: 13 November 2017, 10:58 PM IST

Sports

Latest News

<p>ଭୁବନେଶ୍ୱର:ସାଇଭକ୍ତଙ୍କ ଅନୁଭୂତି ଉପରେ ଆଧାରିତ &lsquo;ଶ୍ରଦ୍ଧା ସବୁରୀ&rsquo; ର ଇଂରାଜୀ ଅନୁବାଦ ପୁସ୍ତକର ପୂଜନ ଉତ୍ସବ ଭୁବନେଶ୍ୱର ଇନଫୋସିସ୍ ଛକଠାରେ ଥିବା ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଛି । ଅଣ ଓଡିଆ ପାଠକ ପାଠିକାଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ପ୍ରକାଶ ପାଇଛି।&nbsp; ପୁସ୍ତକର&nbsp; ଇଂରାଜୀ ଅନୁବାଦ ସି.ଆର ଦାସ କରିଥିବା ବେଳେ ରଶ୍ମିରେଖା ରଥ ଏହାର ସଂପାଦନା କରିଛନ୍ତି। &nbsp;ଏହି ପୂଜନ ଉତ୍ସବରେ ପୁସ୍ତକର ସଂପାଦିକା ରଶ୍ମିରେଖା ରଥ , ଅନୁବାଦକ ସି.ଆର୍. ଦାସ , ଓଡିଶା ଟେଲିଭିଜନ ଲିମିଟେଡ(ଓଟିଭି)ର ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା, ଓରଟେଲ କମୁନିକେସନ୍&zwnj; ସିଇଓ ବିଭୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos