କୃଷି ଉପକରଣ ସବ୍‌ସିଡି ନାଁରେ ୬.୮୧ କୋଟି ଚଳୁ, ୨ ଭାଇ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ଯନ୍ତ୍ରପାତି ତିଅାରି ଓ ଯୋଗାଣ ନାଁରେ ବଡ଼ ଧରଣର ଠକେଇ। କୃଷି ଉପକରଣ ସବ୍‌ସିଡି ବାବଦରେ ୬ କୋଟି ୮୧ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ଆସିଛି। ଜଗତସିଂହପୁର ତରଡ଼ପଡ଼ାରେ କମ୍ପାନୀ ଖୋଲି ସବ୍‌ସିଡି ଟଙ୍କା ଠକେଇ କରିଥିବା ଅଭିଯୋଗରେ ୨ ଭାଇ ମାନସ ରଂଜନ ଦାଶ ଓ ତାପସ ରଂଜନ ଦାଶଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଏହି ଦୁଇ ଭାଇ କରିଥିବା କଂପାନିରେ ନା ପ୍ରସ୍ତୁତ ହେଉଥିଲା […]

eow-arrests-two-fraudsters

eow-arrests-two-fraudsters

Madhupriya Mistry
  • Published: Thursday, 07 April 2022
  • Updated: 07 April 2022, 01:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ଯନ୍ତ୍ରପାତି ତିଅାରି ଓ ଯୋଗାଣ ନାଁରେ ବଡ଼ ଧରଣର ଠକେଇ। କୃଷି ଉପକରଣ ସବ୍‌ସିଡି ବାବଦରେ ୬ କୋଟି ୮୧ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ଆସିଛି। ଜଗତସିଂହପୁର ତରଡ଼ପଡ଼ାରେ କମ୍ପାନୀ ଖୋଲି ସବ୍‌ସିଡି ଟଙ୍କା ଠକେଇ କରିଥିବା ଅଭିଯୋଗରେ ୨ ଭାଇ ମାନସ ରଂଜନ ଦାଶ ଓ ତାପସ ରଂଜନ ଦାଶଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।

ଏହି ଦୁଇ ଭାଇ କରିଥିବା କଂପାନିରେ ନା ପ୍ରସ୍ତୁତ ହେଉଥିଲା କୃଷି ଉପକରଣ ମେସିନ, ନା ବିକ୍ରି ହେଉଥିଲା। କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବ୍‌ସିଡି ଟଙ୍କା ହଡ଼ପ କରୁଥିଲେ ଏମାନେ। କିଛି ଚାଷିଙ୍କ ନାଁରେ ବିଲ୍ କରି ମିଛରେ କୃଷି ଉପକରଣ ବିକ୍ରି କରୁଥିଲେ ଦୁଇଭାଇ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ DBT ଜରିଆରେ ଯାଉଥିବା ସବ୍‌ସିଡି ଅର୍ଥ ସଂପୂର୍ଣ୍ଣ ଉଠାଇବାକୁ କହିବା ସହ ତାଙ୍କୁ କିଛି ଟଙ୍କା ଦେଇ ବାକି ଟଙ୍କା ନେଇଯାଉଥିଲେ।

ତଦନ୍ତ ବେଳେ ଏସବୁ ତଥ୍ୟ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଥା ଇଓଡବ୍ଲ୍ୟୁ। ରାଜ୍ୟର ୧୯ଟି ଜିଲ୍ଲାରୁ କୃଷି ଉପକରଣ ସବ୍‌ସିଡି ଟଙ୍କା ଏମାନେ ଠକିଥିବା ଅଭିଯୋଗ ରହିଛି।  ଜଗତସିଂହପୁର, ଯାଜପୁର, ବାଲେଶ୍ୱର, କଳାହାଣ୍ଡି ଆଦି ଜିଲ୍ଲାରେ ଜାଲ କାଗଜପତ୍ର ଓ ରସିଦ ଦେଇ ଏମାନେ ଠକେଇ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story