ମେ ୨୦ରୁ ମାଟ୍ରିକ୍ ଖାତା ଦେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମେ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା।  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ମାଟ୍ରିକ୍ ଖାତା ମୂଲ୍ୟାୟନ ତାରିଖ ଧାର୍ଯ୍ୟ ସମ୍ପର୍କରେ ଆୟୋଜିତ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ କହିଛନ୍ତି, ସାମାଜିକ ଦୂରତା ରକ୍ଷା କରି ଖାତା ମୂଲ୍ୟାୟନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି।  ମେ’୧୯ ସୁଦ୍ଧା ସବୁ ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷା ନିରୀକ୍ଷକ। ୨୦ ତାରିଖରୁ ଖାତା ଦେଖା ଆରମ୍ଭ […]

samir

samir

Niharika Rout
  • Published: Saturday, 09 May 2020
  • Updated: 10 May 2020, 09:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମେ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା।  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ମାଟ୍ରିକ୍ ଖାତା ମୂଲ୍ୟାୟନ ତାରିଖ ଧାର୍ଯ୍ୟ ସମ୍ପର୍କରେ ଆୟୋଜିତ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି।

ମନ୍ତ୍ରୀ କହିଛନ୍ତି, ସାମାଜିକ ଦୂରତା ରକ୍ଷା କରି ଖାତା ମୂଲ୍ୟାୟନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି।  ମେ’୧୯ ସୁଦ୍ଧା ସବୁ ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷା ନିରୀକ୍ଷକ। ୨୦ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଏଥିସହ ଜୁଲାଇ ଶେଷରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଚଳିତ ବର୍ଷ ରାଜ୍ୟର ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖାହେବ। ଏଥିରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେମିତି କରୋନା ସଂକ୍ରମଣରୁ ରକ୍ଷା କରାଯିବ, ତାହା ଉପରେ ବିଶେଷ ଭାବେ ଆଲୋଚନା ହୋଇଛି।

ଏଥିସହ କଣ୍ଟେନମେଣ୍ଟ ଜୋନରେ ଖାତା ଦେଖା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନି। ସେଠାକାର ଜିଲ୍ଲା ପ୍ରଶାସନ  ସହ ଆଲୋଚନା ପରେ ଏ ସମ୍ପର୍କରେ ପଦକ୍ଷେପ ନିଆଯିବ। ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁପାଳନ ହେବାସହ ଖାତା ଦେଖାରେ ନିୟୋଜିତ ଶିକ୍ଷକ ପାଇବେ ପ୍ରୋତ୍ସାହନ ରାଶି ପାଇବେ।

ସୂଚନାଯୋଗ୍ୟ, ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ଚଳିତ ବର୍ଷ ସାଢ଼େ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ହେଲେ କରୋନା ସଂକ୍ରମଣ ଯୋଗୁ ଏଯାଏ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story