ମୋତେ ଫିଜିକାଲ୍‌ ରିଲେସନ୍‌ ପାଇଁ ବାଧ୍ୟ କରୁଥିଲେ, ପ୍ରମୋଦଙ୍କ ନାମରେ ଆସିଲା ସାଂଘାତିକ ଅଭିଯୋଗ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରଟିଭି ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନାଁରେ ସାଂଘାତିକ ଅଭିଯୋଗ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପ୍ରମୋଦ ସାହୁଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଯୁବତୀ । ପ୍ରମୋଦଙ୍କ ନାମରେ କର୍ମ କ୍ଷେତ୍ରରେ ଅସଦାଚରଣ  ମାମଲା ରୁଜୁ ହୋଇଛି। ୬ ମାସ ଧରି ମାମଲା ରୁଜୁ ହେବା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନି। ଏନେଇ କୋର୍ଟ ବି ନିର୍ଦ୍ଦେଶ ଦେଇଛନ୍ତି । ହେଲେ କାହିଁକି ପ୍ରମୋଦକୁ ପୋଲିସ୍ ସୁରକ୍ଷା […]

tiop-1

tiop-1

Tapas Behera
  • Published: Wednesday, 30 October 2019
  • Updated: 30 October 2019, 04:17 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରଟିଭି ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନାଁରେ ସାଂଘାତିକ ଅଭିଯୋଗ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପ୍ରମୋଦ ସାହୁଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଯୁବତୀ । ପ୍ରମୋଦଙ୍କ ନାମରେ କର୍ମ କ୍ଷେତ୍ରରେ ଅସଦାଚରଣ  ମାମଲା ରୁଜୁ ହୋଇଛି। ୬ ମାସ ଧରି ମାମଲା ରୁଜୁ ହେବା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନି। ଏନେଇ କୋର୍ଟ ବି ନିର୍ଦ୍ଦେଶ ଦେଇଛନ୍ତି । ହେଲେ କାହିଁକି ପ୍ରମୋଦକୁ ପୋଲିସ୍ ସୁରକ୍ଷା ଦେଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତା ।

କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରଟିଭି ସୋସାଇଟିରେ କାର୍ଯ୍ୟରତ ଥିଲା ବେଳେ ବାରମ୍ବାର ପ୍ରମୋଦ ତାଙ୍କୁ ଅସଦାଚରଣ କରିଛନ୍ତି। ଏପରିକି ତାଙ୍କ ଫାର୍ମ ହାଉସ୍‌ରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ପ୍ରମୋଦ। ଫୋନ୍ କଲ୍ ଓ ମ୍ୟାସେଜରେ ବି ଆପତ୍ତିଜନକ ଭାବେ କଥାବାର୍ତ୍ତା କରୁଥିଲେ । ଏନେଇ ବହୁବାର ବାରଣ କରିବା ପରେ ଶେଷରେ ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ଥାନାରେ ଏନେଇ ସେ ମାମଲା ରୁଜୁ କରିଥିଲେ।

ଯାହା ପରେ ଅଧିକ ସମସ୍ୟା ବଢ଼ିଥିଲା। ପ୍ରମୋଦ ସାହୁ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ଯାହା ପରେ ସେ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଅପରପକ୍ଷେ ମାମଲାର ଖୋଳତାଡ଼ କରାଯାଉଛି । ଯୁବତୀଙ୍କ ବିରୋଧରେ ପୂର୍ବରୁ କାର୍ଯ୍ୟାଳୟରେ ବିଶୃଙ୍ଖଳିତ ଆଚରଣ ଥିବା ଅଭିଯୋଗ ରହିଛି। ଏନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର କହିଛନ୍ତି। ସେପଟେ ଅଭିଯୋଗକୁ ନେଇ ପ୍ରମୋଦ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story