ଶିକାର କରିବା ଭୁଲିଗଲାଣି ‘ସୁନ୍ଦରୀ’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଜଙ୍ଗଲକୁ ଯିବ ନାହିଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ଏନ୍‌କ୍ଲୋଜରରେ ରହିବା ପରେ ସେ ଶିକାର କରିବା ଭୁଲି ଯାଇଛି। ତାର ଶିକାର କରିବା ପ୍ରବୃତ୍ତି କିପରି ଫେରାଇ ଅଣାଯିବ, ସେନେଇ ଆଜି ଭୁବନେଶ୍ୱର ପ୍ରକୃତି ଭବନରେ ବସିଥିବା ଏକ ବୈଠକରେ ଆଲୋଚନା ହୋଇଛି। ସାତକୋଶିଆ ଏନ୍‌କ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍‌ଡ ଲାଇଫ୍‌ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ବର୍ତ୍ତମାନର ଅଢ଼େଇ ହେକ୍ଟର ପରିବର୍ତ୍ତେ ନୂଆ ଏନ୍‌କ୍ଲୋଜରକୁ ୨୫ […]

sundari

sundari

Manoranjan Sial
  • Published: Monday, 15 July 2019
  • Updated: 15 July 2019, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଜଙ୍ଗଲକୁ ଯିବ ନାହିଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ଏନ୍‌କ୍ଲୋଜରରେ ରହିବା ପରେ ସେ ଶିକାର କରିବା ଭୁଲି ଯାଇଛି। ତାର ଶିକାର କରିବା ପ୍ରବୃତ୍ତି କିପରି ଫେରାଇ ଅଣାଯିବ, ସେନେଇ ଆଜି ଭୁବନେଶ୍ୱର ପ୍ରକୃତି ଭବନରେ ବସିଥିବା ଏକ ବୈଠକରେ ଆଲୋଚନା ହୋଇଛି।

ସାତକୋଶିଆ ଏନ୍‌କ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍‌ଡ ଲାଇଫ୍‌ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ବର୍ତ୍ତମାନର ଅଢ଼େଇ ହେକ୍ଟର ପରିବର୍ତ୍ତେ ନୂଆ ଏନ୍‌କ୍ଲୋଜରକୁ ୨୫ ହେକ୍ଟର କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିଲାଗି NTCA ଓ ଓ୍ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଓଡ଼ିଶା ଆସିବେ। ଆଜିର ବୈଠକରେ ଚିଫ୍‌ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍, NTCA ସଦସ୍ୟ ସଚିବ ଓ ସାତକୋଶିଆ ବନବିଭାଗ ଅଧିକାରୀ ଯୋଗ ଦେଇଥିଲେ।

ବାଘ ବଂଶର ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା। ମାତ୍ର ‘ସୁନ୍ଦରୀ’ ସାତକୋଶିଆରେ ପାଦ ଦେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ସେ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ଗଲା ନାହିଁ। ବରଂ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲିଲା। ଯାହାକୁ ପାରିଲା, ଶିକାର କଲା। ଏହାକୁ ନେଇ ଅଭୟାରଣ୍ୟ ପାଖରେ ଥିବା ଗାଁ ଗୁଡ଼ିକର ଲୋକଙ୍କ ଭିତରେ ଭୟର କାରଣ ପାଲଟିଥିଲା। ‘ସୁନ୍ଦରୀ’କୁ ସ୍ଥାନାନ୍ତର ନିମନ୍ତେ ଗାଁ ଲୋକେ ଦାବି କଲେ। ଯାହାକୁ ନେଇ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଲା। ଶେଷରେ କିଛି ଉପାୟ ନପାଇଁ ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କଲେ। ମାତ୍ର ତାହା ସମ୍ଭବ ହେଲା ନାହିଁ। ‘ସୁନ୍ଦରୀ’ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଚକ୍‌ମା ଦେଇ ଘଞ୍ଚ ଜଙ୍ଗଲ ଭିତରେ ଲୁଚିଗଲା। ବାରମ୍ୱାର ବିଫଳ ହେବା ପରେ ବନ ବିଭାଗ ଚନ୍ଦକାରୁ ‘ଯଶୋଦା’ ହାତୀକୁ ନେଇ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ତା' ପରଠାରୁ ସେ ଏନ୍‌କ୍ଲୋଜରରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story