ବ୍ୟବଚ୍ଛେଦ ନାଁରେ ମୃତ ଶିଶୁର ଆଖି ତାଡ଼ି ନେଲେ!

ଅନୁଗୋଳ (ବିରଜା ଦାଶ): ବ୍ୟବଚ୍ଛେଦ ନାଁରେ ମେଡିକାଲରେ ମୃତ ଶିଶୁର ଆଖି ତାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଘଟଣାକୁ ନେଇ ମୃତ ଶିଶୁଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହାକୁ ନେଇ ଏବେ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ପୂରା ଘଟଣା ଏମିତି। ଗତ ଗୁରୁବାର ଦିନ ବଅଁରପାଳ ବ୍ଲକ ନୂଆହତା ଗାଁର ଅଞ୍ଜନ […]

eyes-of-a-dead-child-removed-while-in-morgue-in-angul-district-hospital

Manoranjan Sial
  • Published: Friday, 19 July 2019
  • Updated: 19 July 2019, 07:01 PM IST

Sports

Latest News

ଅନୁଗୋଳ (ବିରଜା ଦାଶ): ବ୍ୟବଚ୍ଛେଦ ନାଁରେ ମେଡିକାଲରେ ମୃତ ଶିଶୁର ଆଖି ତାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଘଟଣାକୁ ନେଇ ମୃତ ଶିଶୁଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହାକୁ ନେଇ ଏବେ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି।

ପୂରା ଘଟଣା ଏମିତି। ଗତ ଗୁରୁବାର ଦିନ ବଅଁରପାଳ ବ୍ଲକ ନୂଆହତା ଗାଁର ଅଞ୍ଜନ କୁମାର ଗୋଚ୍ଛାୟତଙ୍କ ୪ ବର୍ଷର ଝିଅର ଦେହ ଖରାପ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଝିଅର ମୃତଦେହକୁ ଧରି ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ଝିଅର ପାଦ ହଲୁଥିବାଦେଖି ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମେଡିକାଲ୍‌ ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ରାତିସାରା ମୃତଦେହକୁ ମର୍ଗ ରୁମ୍‌ରେ ରଖାଯାଇଥିଲା।

ତେବେ ଶୁକ୍ରବାର ସକାଳେ ମୃତଶିଶୁର ଆଖି ନଥିବା ଦେଖିବାକୁ ମିଳିଥିଲା। ଏହାସହ ତା'ର ନାକ କ୍ଷତାକ୍ତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣା ପ୍ରଘଟ ହେବା ପରେ ମେଡିକାଲ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏପରିକି ପରିବାର ଲୋକେ ମେଡିକାଲ ଆଗରେ ଧାରଣାରେ ବସିଥିଲେ। ଅନୁଗୋଳ ସିଡିଏମ୍ଓ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି କହିଛନ୍ତି।

ଏନେଇ ବଅଁରପାଳ ଥାନାରେ ଝିଅର ବାପା ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତା’ର ତଦନ୍ତ ଜାରି ରହିଛି ବୋଲି ଅନୁଗୋଳ ଏସ୍‌ଡିପିଓ ଅଶ୍ଵିନୀ କୁମାର ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story