୧୪ ଲକ୍ଷରୁ ଊର୍ଦ୍ଧ୍ୱ ଜାଲ୍‌ ନୋଟ୍‌ ଜବତ, ଦୁଇ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌। ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ ଓ ବଳରାମ ମେହେର। ବରଗଡ଼ ଜିଲ୍ଲା ବରପାଲିରେ ଜାଲ ନୋଟ୍‌ କାରବାର ହେଉଥିବା ନେଇ ଏସ୍‌ଟିଏଫ୍‌ ପାଖରେ ଅଭିଯୋଗ ହୋଇଥିଲା। ହେଲେ ପ୍ରମାଣ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ପରେ […]

Fake-Note

Fake-Note

Manoranjan Sial
  • Published: Thursday, 07 July 2022
  • Updated: 07 July 2022, 05:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌। ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ ଓ ବଳରାମ ମେହେର।

ବରଗଡ଼ ଜିଲ୍ଲା ବରପାଲିରେ ଜାଲ ନୋଟ୍‌ କାରବାର ହେଉଥିବା ନେଇ ଏସ୍‌ଟିଏଫ୍‌ ପାଖରେ ଅଭିଯୋଗ ହୋଇଥିଲା। ହେଲେ ପ୍ରମାଣ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ପରେ ବରଗଡ଼ ଜିଲ୍ଲା ପୁଲିସ୍‌ ସହାୟତାରେ ଏସ୍‌ଟିଏଫ୍‌ ବରପାଲିରେ ଚଢ଼ଉ କରି ଜାଲ୍‌ ନୋଟ ଓ  ଜାଲ ନୋଟ୍‌ ସମ୍ବନ୍ଧୀୟ ଯନ୍ତ୍ରାଂଶ ଜବତ କରିଥିଲା। ଏହି ମାମଲାରେ ପଟ୍ଟୁ ଓ ବଳରାମକୁ ଗିରଫ କରିଥିଲା। ପଟ୍ଟୁର ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସମ୍ବଲପୁରରେ ରହୁଥିଲା। ସେହିପରି ବଳରାମ ମେହେରର ଘର ବରଗଡ଼ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି।

ଓଡ଼ିଶାରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏହି ଜାଲ ନୋଟ୍‌ ରାକେଟ୍‌ ଲମ୍ବିଥିବା ସନ୍ଦେହ କରାଯାଉଛି। ଏହି ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ କେତେଦିନ ଧରି ଚାଲିଥିଲା, ତାହା ଉପରେ ଏସ୍‌ଟିଏଫ୍‌ ଓ ବରଗଡ଼ ପୁଲିସ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story