ବିଜୟଙ୍କ ବିରୋଧରେ ସୋଶାଲ ମିଡିଆରେ ନକଲି ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପାଟକୁରା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ହେଲେ ତା’ ପୂର୍ବରୁ ବିଜେପି ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଛି। ଏପରିକି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ସୋଶାଲ ମିଡିଆରେ ନକଲି ଭିଡିଓ ଭାଇରାଲ କରାଯାଉଛି। ‘ଓଟିଭି’ ଲୋଗୋ ଥିବା ଏକ ଫେକ୍‌ ଭିଡିଓ ନ୍ୟୁଜ କ୍ଲିପ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଏଥିରେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ସମର୍ଥକଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ନେଇ […]

fake-video-against-bjp-leader-bijoy-mohapatra-with-otv-logo-posted-by-unidentified-miscreants-on-social-media

Manoranjan Sial
  • Published: Friday, 19 July 2019
  • Updated: 19 July 2019, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପାଟକୁରା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ହେଲେ ତା’ ପୂର୍ବରୁ ବିଜେପି ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଛି। ଏପରିକି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ସୋଶାଲ ମିଡିଆରେ ନକଲି ଭିଡିଓ ଭାଇରାଲ କରାଯାଉଛି।

'ଓଟିଭି' ଲୋଗୋ ଥିବା ଏକ ଫେକ୍‌ ଭିଡିଓ ନ୍ୟୁଜ କ୍ଲିପ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଏଥିରେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ସମର୍ଥକଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ନେଇ ଭୁଲ୍‌ ଓ ସମ୍ପୂର୍ଣ୍ଣ ଭ୍ରମାତ୍ମକ ସୂଚନା ଦିଆଯାଇଛି। ଏପରିକି ବିଜେପି ତା’ର ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଅଯୋଗ୍ୟ ଘୋଷଣା କରି ସାରିଥିବା ଫେକ୍‌ ନ୍ୟୁଜ କ୍ଲିପିଂରେ ଉଲ୍ଲେଖ ରହିଛି।

ତେବେ ଓଟିଭି ନାଁରେ ଏଭଳି ବିଭ୍ରାନ୍ତିକର ଓ ଉଦ୍ଦେଶ୍ୟମୂଳକ ଭିଡିଓ କିଏ ଏବଂ କାହିଁକି ସୋଶାଲ ମିଡିଆରେ ଅପ୍‌ଲୋଡ୍‌ କରିଛି, ତାହା ଜଣାପଡ଼ିନି। ଆଇନ ଅନୁସାରେ ଏଭଳି କାର୍ଯ୍ୟ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଓଟିଭିର ଛବି ମଳିନ କରିବାକୁ ଉଦ୍ୟମ କରାଯାଉଛି। ଏଥିସହ ସୋଶାଲ ମିଡିଆରେ ଏଭଳି ହୀନ ଉଦ୍ୟମ କରିଥିବା ବ୍ୟକ୍ତି ବିରୋଧରେ 'ଓଟିଭି' କଠୋର ଦଣ୍ଡବିଧାନ ପାଇଁ ଆଇନର ଆଶ୍ରୟ ନେବ। ତେବେ ଏଭଳି ଗୁଜବ ଉପରେ ବିଶ୍ୱାସ କରିବା ପୂର୍ବରୁ ଦର୍ଶକମାନେ ଓଟିଭି ଚ୍ୟାନେଲ ଓ ଏହାର ୱେବସାଇଟ୍‌ କିମ୍ବା ଓଟିଭି ମୋବାଇଲ ଆପରୁ ଖବରର ସତ୍ୟାସତ୍ୟ ଯାଞ୍ଚ କରିନେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story