ଭୁଲ୍‌ କଲା ରାଜସ୍ୱ ବିଭାଗ, ହିନସ୍ତା ହେଉଛି ଚାଷୀ

ଆସିକା(ମନୋଜ ମୁନୀ): ରାଜସ୍ୱ ବିଭାଗର ଭୁଲ୍ ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ପଦ୍ମନାଭପୁର ଗାଁର ଶତାଧିକ ଲୋକେ ଏବେ ସମସ୍ୟା ଭୋଗୁଛନ୍ତି। ୫ ବର୍ଷ ତଳେ ରାଜସ୍ୱ ବିଭାଗ ଦ୍ୱାରା ଗାଁରେ ଚକବନ୍ଦୀ ହେବା ସମୟରେ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲି ମନୋବୃତ୍ତି ପାଇଁ ଜମିର ପରିମାଣ କମିଯାଇଥିଲା। ଏହି ଭୁଲ୍ ପାଇଁ ଏବେ ପଦ୍ମନାଭପୁର ଗାଁର ଚାଷୀମାନେ ଜମିପଟା ବନ୍ଧକ ଦେଇ ବ୍ୟାଙ୍କରେ କୃଷି ଋଣ ପାଇପାରୁନାହାନ୍ତି। ଧାନ ମଣ୍ଡିରେ […]

Farmer

Farmer

Madhupriya Mistry
  • Published: Wednesday, 25 August 2021
  • Updated: 25 August 2021, 12:55 PM IST

Sports

Latest News

ଆସିକା(ମନୋଜ ମୁନୀ): ରାଜସ୍ୱ ବିଭାଗର ଭୁଲ୍ ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ପଦ୍ମନାଭପୁର ଗାଁର ଶତାଧିକ ଲୋକେ ଏବେ ସମସ୍ୟା ଭୋଗୁଛନ୍ତି। ୫ ବର୍ଷ ତଳେ ରାଜସ୍ୱ ବିଭାଗ ଦ୍ୱାରା ଗାଁରେ ଚକବନ୍ଦୀ ହେବା ସମୟରେ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲି ମନୋବୃତ୍ତି ପାଇଁ ଜମିର ପରିମାଣ କମିଯାଇଥିଲା। ଏହି ଭୁଲ୍ ପାଇଁ ଏବେ ପଦ୍ମନାଭପୁର ଗାଁର ଚାଷୀମାନେ ଜମିପଟା ବନ୍ଧକ ଦେଇ ବ୍ୟାଙ୍କରେ କୃଷି ଋଣ ପାଇପାରୁନାହାନ୍ତି। ଧାନ ମଣ୍ଡିରେ ମଧ୍ୟ ପଞ୍ଜୀକରଣ ହେଉନଥିବା ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଗାଁରେ ପ୍ରାୟ ୮୦ ପରିବାର ରୁହନ୍ତି। ୨୨ ଶହ ଭରଣ ଜମିକୁ ନେଇ ଏମାନଙ୍କ ଜୀବନ ପ୍ରତିପୋଷଣ। ୨୦୧୫ ପୂର୍ବରୁ  ଗାଁର ରାମଚନ୍ଦ୍ର ସାମନ୍ତରାୟଙ୍କ ଜମିର (ପଟା ନମ୍ବର ୧୫୮)ପ୍ରକାରେ ମୋଟ ଜମିର ପରିମାଣ ୧୩୯୨ ଥିଲା। ହେଲେ ଚକବନ୍ଦୀ ପରେ ରାଜସ୍ୱ ବିଭାଗର ତ୍ରୁଟି ଯୋଗୁଁ ୦.୧୩୯୨ ହୋଇଯାଇଛି। ଫଳରେ ଜମିର ପରିମାଣ ସମ୍ପୂର୍ଣ୍ଣ ରୂପେ କମି ଯାଇଛି।

କେବଳ ରାମଚନ୍ଦ୍ରଙ୍କ ନୁହେଁ ଗାଁର ନନ୍ଦ ନନ୍ଦନ ହୋତା ସମେତ ଶତାଧିକ ଚାଷୀଙ୍କର ମଧ୍ୟ ଜମି ପରିମାଣ କମିଛି।  ଏହି ଭୁଲ ଯୋଗୁଁ  ଏବେ ଗ୍ରାମର ଚାଷୀମାନେ ଦୁର୍ଦଶା ଭୋଗୁଛନ୍ତି। ଜମିପଟ୍ଟା ବନ୍ଧକ ଦେଇ ବ୍ୟଙ୍କରେ କୃଷିଋଣ ପାଇ ପାରୁନାହାନ୍ତି। ଧାନ ମଣ୍ଡିରେ ମଧ୍ୟ ପଞ୍ଜୀକରଣ ହେଉନି। ଜମିରୁ ଆଦାୟ କୁଇଣ୍ଟାଲ କୁଇଣ୍ଟାଲ ଧାନ ବିକ୍ରି ହୋଇନ ପରି ଘରେ ପଡ଼ି ଖତ ଖାଉଛି। ଚଳିତ ବର୍ଷ ମଣ୍ଡିରେ ନାଁ ପଞ୍ଜୀକରଣ ପାଇଁ ଅଗଷ୍ଟ ୩୦ ଶେଷ ତାରିଖ ରହିଛି । ହେଲେ ଚାଷୀ ଏଯାଏଁ ପଞ୍ଜୀକରଣରୁ ବଞ୍ଚିତ ରହିଛନ୍ତି।

ବିଭାଗ ଦ୍ଵାରା ହୋଇଥିବା ତ୍ରୁଟି ସୁଧାରିବାକୁ ଲୋକେ ପାଞ୍ଚ ବର୍ଷ ହେବ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ  ଅଭିଯୋଗ କରିବା ପରେ ମଧ୍ୟ କୌଣସି ଫଳ ମିଳିନାହିଁ। ଚଳିତ ବର୍ଷ ଧାନ ମଣ୍ଡିରେ ନାମ ପଞ୍ଜିକରଣ ପାଇଁ ଅଗଷ୍ଟ ୧୫ ଶେଷ ତାରିଖ ରହିଛି। ହେଲେ  ମଣ୍ଡିରେ ଏଯାଏଁ ଉକ୍ତ ଚାଷୀ ପଞ୍ଜିକରଣରୁ ବଞ୍ଚିତ ରହିଛନ୍ତି। ଯାହାକୁ ନେଇ ଗ୍ରାମର ଚାଷୀଙ୍କ ମଧ୍ୟରେ  ଅସନ୍ତୋଷ  ଦେଖାଦେଇଛି। ତ୍ରୁଟି ନସୁଧୁରିଲେ ଚାଷୀମାନେ ଏବ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏନେଇ ଉପଜିଲ୍ଲାପାଳ କହିଛନ୍ତି, ରେକର୍ଡ ଭୁଲ ହୋଇଛି, ତାହାକୁ କରେକସନ୍‌ ମଧ୍ୟ କରା ହୋଇଛି। ଦିନେ ଦୁଇ ଦିନ ଭିତରେ ଏହି ସମସ୍ୟାର ସମାଧନ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story