ଥମୁନି ଟୋକନ୍ ଟେନସନ୍, ଆଗକୁ ତୀବ୍ର ହେବ ଚାଷୀଙ୍କ ଧାରଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥମିବାର ନାଁ ନେଉନାହିଁ ଟୋକନ୍ ଟେନସନ୍। ସାରା ରାଜ୍ୟରେ ଲାଗି ରହିଛି ଚାଷୀଙ୍କ ଧାନ ବିକ୍ରି ସମସ୍ୟା। ନଭେମ୍ବର ପହିଲାରୁ ରାଜ୍ୟରେ ଧାନ କିଣିବା ପାଇଁ ଭରସା ଦେଇଥିଲେ ରାଜ୍ୟ ସରକାର। ହେଲେ ୩ ମାସ ପରେ ବି ଚାଷୀର ବର୍ଷକର ଅମଳ ସମ୍ପୂର୍ଣ୍ଣ ଉଠିପାରିନି। ଫଳସ୍ୱରୂପ ଆଜି ପଦ୍ମପୁର ସମେତ ନୂଆପଡ଼ା, କେନ୍ଦୁଝର ଏବଂ ଗଞ୍ଜାମ ଜିଲ୍ଲାରେ (WINDOW+LOC) ଚାଷୀ ଅସନ୍ତୋଷ ତୀବ୍ର ହୋ ହେବାରେ ଲାଗିଛି। ଧାନ କିଣାକୁ ନେଇ […]

FARMER

FARMER

Ranjit Kumar Jena
  • Published: Monday, 22 February 2021
  • Updated: 22 February 2021, 07:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥମିବାର ନାଁ ନେଉନାହିଁ ଟୋକନ୍ ଟେନସନ୍। ସାରା ରାଜ୍ୟରେ ଲାଗି ରହିଛି ଚାଷୀଙ୍କ ଧାନ ବିକ୍ରି ସମସ୍ୟା। ନଭେମ୍ବର ପହିଲାରୁ ରାଜ୍ୟରେ ଧାନ କିଣିବା ପାଇଁ ଭରସା ଦେଇଥିଲେ ରାଜ୍ୟ ସରକାର। ହେଲେ ୩ ମାସ ପରେ ବି ଚାଷୀର ବର୍ଷକର ଅମଳ ସମ୍ପୂର୍ଣ୍ଣ ଉଠିପାରିନି। ଫଳସ୍ୱରୂପ ଆଜି ପଦ୍ମପୁର ସମେତ ନୂଆପଡ଼ା, କେନ୍ଦୁଝର ଏବଂ ଗଞ୍ଜାମ ଜିଲ୍ଲାରେ (WINDOW+LOC) ଚାଷୀ ଅସନ୍ତୋଷ ତୀବ୍ର ହୋ ହେବାରେ ଲାଗିଛି।

ଧାନ କିଣାକୁ ନେଇ ଗୃହରେ ମଧ୍ୟ ତମ୍ବିତୋଫାନ ଦେଖିବାକୁ ମିଳିଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଗୃହରେ ସରଗରମ ଆଲୋଚନା ଜାରି ରହିଥିଲା। ଏସବୁ ଭିତରେ ମଣ୍ଡି ଅବ୍ୟବସ୍ଥା କଥା ଉଠାଇ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଥିଲେ। ଟୋକନ ବ୍ୟବସ୍ଥାର ଉଚ୍ଛେଦ କର ନଚେତ୍ ରାଜ୍ୟସ୍ତରରେ ନଦେଇ ସୋସାଇଟି ସ୍ତରରେ ଟୋକନ୍ ଦିଆଯାଉ ବୋଲି ବିରୋଧୀ ବିଜେପି ଦାବି କରିଥିଲା।

ସେହିପରି ରାଜ୍ୟରେ ନକଲି ଚାଷୀ ପଞ୍ଜିକରଣ କରି ଧାନ ବିକ୍ରି କରୁଥିବା କଂଗ୍ରେସ କହିଥିଲା। FCI ଚାଷୀଙ୍କଠୁ ଧାନକିଣା ଦାୟିତ୍ୱ ଠିକରେ ସମ୍ପାଦନ କରୁନି ବୋଲି କହି ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଥିଲା କଂଗ୍ରେସ। ତେବେ ଗୃହରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାର ଉତ୍ତର ରଖିଥିଲେ। ମନ୍ତ୍ରୀ କହିଥିଲେ ବେପାରୀଙ୍କଠୁ ଆଣି ଧାନ ବିକିବାକୁ ଚାହୁଁଥିବା ବ୍ୟକ୍ତିଙ୍କଠୁ ଧାନ କିଣା ହେବନି। ଯେଉଁ ଚାଷୀ ଟୋକନ ପାଇ ମାସେ ଭିତରେ ଧାନ ନ ବିକିବେ, ତାଙ୍କୁ ଡମି ଚାଷୀ ଭାବେ ଗଣାହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ମନ୍ତ୍ରୀଙ୍କ ଏଭଳି ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କକ୍ଷତ୍ୟାଗ କରିଥିଲେ।

ରାଜ୍ୟ ସରକାର ନଭେମ୍ବର ପହିଲାରୁ ଧାନ ସଂଗ୍ରହ ପାଇଁ ଘୋଷଣା କରିଥିଲେ। କିନ୍ତୁ ରାଜ୍ୟ ସରକାର ଏଯାଏଁ ଚାଷୀଙ୍କଠୁ ବଳକା ହଜାର ହଜାର କ୍ୱିଣ୍ଟାଲ ଧାନ କ୍ରୟ କରିନାହାଁନ୍ତି। କେବଳ ମଣ୍ଡି ନୁହେଁ, ମାର୍କେଟୟାର୍ଡରେ ମଧ୍ୟ ପଡ଼ିରହିଛି ବସ୍ତା ବସ୍ତା ଅମଳ ଶସ୍ୟ। କିଛି ସ୍ଥାନରେ ଅଦିନିଆ ବର୍ଷା ମାଡ଼ରେ ଧାନ ସବୁ ବତୁରିଯାଇଛି ତ ଆଉ କେଉଁଠି ଖୋଲାମେଲାରେ ପଡ଼ି ଗାଇଗୋରୁଙ୍କ ଆହର ହୋଇଛି ଧାନ। ଆଜିକୁ ୧୨ ଦିନ ହେବ ଟୋକନ ଅବଧି ନଥିବାରୁ ବଳକା ଧାନ ବିକିନପାରି ପଦ୍ମପୁର ଉପ-ଜିଲ୍ଲାପାଳ ଏବଂ ତହସିଲ୍ ଅଫିସ ସାମ୍ନାରେ ୬ ହଜାରରୁ ଅଧିକ ଚାଷୀ ଧାନ ପକାଇ ରଖିଛନ୍ତି। କେବଳ ଧାନ ପକାଇ ନାହାଁନ୍ତି, ପଦ୍ମପୁରର ସବୁ ସରକାରୀ ଅଫିସରେ ବି ତାଲା ପକାଇଦେଇଛନ୍ତି।

କେବଳ ପଦ୍ମପୁର ନୁହେଁ, ରାଜ୍ୟବ୍ୟାପି ଏଭଳି ଧାନ ବିକ୍ରି ସମସ୍ୟା ଲାଗିରହିଛି। ସବୁ ମଣ୍ଡି, ପ୍ୟାକ୍ସ ଏବଂ ମାର୍କେଟୟାର୍ଡ ଗୁଡ଼ିକରେ ଟୋକନ୍ ଟେନ୍ସନ୍, କଟନୀ ଛଟନୀ, ଟାର୍ଗେଟ ସରିଯାଇଥିବା ଦର୍ଶାଇ ଧାନ କିଣାଯାଉନଥିବାରୁ ଚାଷୀଙ୍କ ଆକ୍ରୋଶ ଚରମସୀମାରେ ପହଞ୍ଚିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story