ଚାଷ ଜମିରେ ୫୦ ଫୁଟ୍‌ର ଗର୍ତ୍ତ, ଚାଷୀ ଦେଖି ଚମକି ପଡ଼ିଲେ

ଅନୁଗୋଳ (ବିରଜା ଦାଶ): ମାଟି ଦବି ଯାଇ ଚାଷ ଜମିରେ ସୃଷ୍ଟି ହୋଇଛି ୫୦ ଫୁଟ୍‌ର ଗର୍ତ୍ତ। କେଉଁ ପରିସ୍ଥିତିରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି, ତାହା ଜଣାପଡ଼ି ନାହିଁ। ତେବେ କୋଇଲା ଖୋଳି ନେବା ପରେ ଠିକ୍‌ ଭାବେ ବାଲି ଫିଲିଂ ହୋଇନଥିବାରୁ ଏପରି ଗର୍ତ୍ତ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ଚାଳଚେର ପୌରାଞ୍ଚଳରେ ଦେଖିବାକୁ ମିଳିଛି। ଆଜି ସକାଳେ ତାଳଚେର ପୌରାଞ୍ଚଳର ୧୮ ନଂ ୱାର୍ଡ ଅନ୍ତର୍ଗତ […]

angul

angul

Manoranjan Sial
  • Published: Wednesday, 15 January 2020
  • Updated: 15 January 2020, 04:40 PM IST

Sports

Latest News

ଅନୁଗୋଳ (ବିରଜା ଦାଶ): ମାଟି ଦବି ଯାଇ ଚାଷ ଜମିରେ ସୃଷ୍ଟି ହୋଇଛି ୫୦ ଫୁଟ୍‌ର ଗର୍ତ୍ତ। କେଉଁ ପରିସ୍ଥିତିରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି, ତାହା ଜଣାପଡ଼ି ନାହିଁ। ତେବେ କୋଇଲା ଖୋଳି ନେବା ପରେ ଠିକ୍‌ ଭାବେ ବାଲି ଫିଲିଂ ହୋଇନଥିବାରୁ ଏପରି ଗର୍ତ୍ତ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ଚାଳଚେର ପୌରାଞ୍ଚଳରେ ଦେଖିବାକୁ ମିଳିଛି।

ଆଜି ସକାଳେ ତାଳଚେର ପୌରାଞ୍ଚଳର ୧୮ ନଂ ୱାର୍ଡ ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିର ଚାଷୀମାନେ ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ଏହି ସମୟରେ ଧାନ ବିଲ ମଝିରେ ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ କେଉଁ ପରିସ୍ଥିତିରେ ମାଟି ଦବିଲା, ତାହା ଜଣାପଡ଼ି ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ପୂର୍ବରୁ ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ହାଣ୍ଡିଧୂଆ ଭୂତଳ କୋଇଲାଖଣି ରହିଥିଲା। ଏଠାରେ କୋଇଲା ଉତ୍ତୋଳନ ପରେ ଏମ୍‌ସିଏଲ୍‌ ଠିକ୍‌ ଭାବେ ବାଲି ଫିଲିଂ କରିନାହିଁ। ଯେଉଁଥିପାଇଁ ମାଟି ତଳେ ଫମ୍ପା ରହିଥିଲା। ଯାହାଫଳରେ ମାଟି ଦବି ଯାଇ ବିରାଟକାୟ ଗର୍ତ୍ତ ସୃଷ୍ଟି ହେଉଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ଡେରା-ହାଣ୍ଡିଧୁଆ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ MCL ଅଧିକାରୀ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି।

ପୂର୍ବରୁ ଠିକ୍‌ ସେମିତି ତାଳଚେର ଥାନା ନିକଟରେ ଏକ ବିରାକାୟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜିଲ୍ଲା ପ୍ରଶାସନ ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story